
ନୀଳାଦ୍ରି ବିଜେର ପ୍ରକ୍ରିୟା ଆରମ୍ଭ
ବଡଦାଣ୍ଡରୁ ନୀଳକନ୍ଦରକୁ ଫେରିବେ ମହାବାହୁ । ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ରଥରେ ବନ୍ଧାଗଲା ଚାରମାଳ । ନିଳାଦ୍ରୀ ବିଜେର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ପହଣ୍ଡି କରି ନୀଳକନ୍ଦରକୁ ଫେରିଛନ୍ତି । ଶ୍ରୀମନ୍ଦିରରେ ପୁଣି ୩ ଠାକୁର ଶୋଭା ପାଇବେ ।