ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ମଙ୍ଗଳବାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଅବଦୁଲ କଲାମ ଦ୍ୱୀପରୁ ୯ଟା ୫୦ ମିନିଟରେ ପରୀକ୍ଷଣ ହୋଇଛି। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ବିଧ୍ୱଂସକାରୀ କ୍ଷେପଣାସ୍ତ୍ର। ୩୫୦ରୁ ୫୦୦ କିମି ମଧ୍ୟରେ ‘ପ୍ରଳୟ’ର ଲକ୍ଷ୍ୟଭେବ କ୍ଷମତା ରହିଛି। ଏହାର ଓଜନ ୫ ଟନ୍‌‌, ୮୦୦ କିଲୋର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।

Related Articles

Back to top button