
‘ମନ୍ କି ବାତ୍’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
‘ମନ୍ କି ବାତ୍’ରେ ସମ୍ବଲପୁରୀ ଶାଢ଼ି କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ଦେଶରେ ହ୍ୟାଣ୍ଡଲୁମ ଧାଢ଼ିର ଚାହିଦା ବଢିବାରେ ଲାଗିଛି । ହ୍ୟାଣ୍ଡଲୁମ ଶାଢ଼ି ଲୋକଙ୍କ ଭିତରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ । ସ୍ୱଦେଶୀ ଉତ୍ପାଦକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।