ପବିତ୍ର ଅକ୍ଷୟ ତୃତୀୟା ପର୍ବରେ ସୁନା ଦର ହ୍ରାସ ହୋଇଛି

ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନା ଦର ହ୍ରାସ ହୋଇଛି । ଏପ୍ରିଲ ୩୦ ଅର୍ଥାତ୍‌ ବୁଧବାର ସୁନା ଦର ସାମାନ୍ୟ କମିଛି ।୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୭,୯୧୦ ଟଙ୍କା ରହିଛି । ଗତକାଲି ଏହା ୯୭,୯୭୦ ଟଙ୍କା ଥିଲା । ଏଥିରେ ୬୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୮୯,୭୫୦ ଟଙ୍କା ରହିଛି । ଗତକାଲି ଏହା ୮୯, ୮୦୦ ଥିଲା । ଏଥିରେ ୫୦ ଟଙ୍କା ହ୍ରାସ ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୭୩,୪୪୦ ଟଙ୍କା ରହିଛି। ଗତକାଲି ଏହା ୭୩,୪୮୦ ଟଙ୍କା ଥିଲା। ଏଥିରେ ୪୦ ଟଙ୍କା ହ୍ରାସ ହୋଇଛି।ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୦୦୦ ରହିଛି । ଗତକାଲି ଏହା ୧୧,୧୦୦ ରହିଛି । ଏଥିରେ ୧,୧୦୦ ଥିଲା ।

Related Articles

Back to top button