ଓଡ଼ିଶା ବଜେଟ୍ ୨୦୨୩-୨୪: ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କୁ ସହାୟତା ପ୍ରଦାନ ନିମେନ୍ତ ୧ ଶହ ୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ପଶୁ ଓ ଗୋପାଳନ କ୍ଷେତ୍ରରେ କୃଷକମାନଙ୍କୁ ରୋଜଗାର ପ୍ରଦାନ କରି ସମାନଙ୍କର ଜୀବନଧାରଣ ମାନରେ ଉନ୍ନତିଆଣବା ସହ ମହଳା ସଶକ୍ତିକରଣେର ସହେଯାଗ କରଥାଏ। ଏହି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷରେ ନୂତନ ବ୍ରୟଲର ଫାର୍ମ, କୁକୁଡ଼ା ଫାର୍ମ, ବତକ ଫାର୍ମ, ଅଗଣାେର କୁକୁଡ଼ା ପାଳନ ୟୁନିଟ୍ ଏବଂ ମିନିକୁକୁଡ଼ା ଖାଦ୍ୟ ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ ନିମେନ୍ତ “କୁକୁଡ଼ା ଚାଷ ବିକାଶ” ଅଧୀନରେ ୧ ଶହ ୨ କୋଟି ଟଙ୍କାର ବ୍ୟୟବରାଦ କରଯାଇଛି।
୫ ଶହରୁ ଅଧିକ କୃଷକଙ୍କୁ small sheep & goat unit ଏବଂ ୨ ହଜାର ୫ ଶହରୁ ଅଧିକ କୃଷକଙ୍କୁ semi commercial Goat Units ପ୍ରତଷ୍ଠା ନିମିତ୍ତ ସହେଯାଗ ପ୍ରଦାନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୩୭ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ସେହିଭଳି ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନାରେ ଗାପାଳନ ଉନ୍ନୟନ ଓ ପଶୁଧନ ପରଚାଳନା ପାଇଁ୧ ଶହ ୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଉନ୍ନତ ମାନର ଦୁଗ୍ଧ ପ୍ରକ୍ରିୟାକରଣ ନିମିତ୍ତ OMFED ମାଧ୍ୟମରେ ୫ ଲକ୍ଷ LPD ବିଶିଷ୍ଟ ଡାଇରୀ ପ୍ଲାଣ୍ଟ ପ୍ରତଷ୍ଠା ପାଇଁ RIDF ସହାୟତାରେ ୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
୨୦୨୨-୨୩ ଆର୍ଥିକ ବର୍ଷରେ ପଶୁସମ୍ପଦ ସ୍ଵାସ୍ଥ୍ୟ ଏବଂରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନେର ୨ ଶହ ୪୧ କୋଟି ଟଙ୍କାର ପ୍ରସ୍ତାବ ରଖିଛୁ। ରାଜ୍ୟର ସମସ୍ତ ବ୍ଲକେର ପଶୁ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ପଶୁମାନଙ୍କୁେସମାନଙ୍କ ବାସସ୍ଥଳୀରେ ସେବା ପ୍ରଦାନ ନିମେନ୍ତ ସମସ୍ତ ୩୧୪ଟି ଭ୍ରାମ୍ୟମାଣ ୟୁନିଟ ପାଇଁ୧୯ କୋଟିଟଙ୍କା ବ୍ୟୟବରାଦ କରାଯାଇଛି।