ବିଜେବି କଲେଜରେ ଗୋଷ୍ଠି ସଂଘର୍ଷ

ଭୁବନେଶ୍ୱର : ବିଜେବି କଲେଜରେ ଗୋଷ୍ଠି ସଂଘର୍ଷ ଦେଖିବାକୁ ମିଳିଛି । ପ୍ରାୟ ୧୫ ଜଣ ଅଣଛାତ୍ର ୩ ଜଣ ଛାତ୍ରଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ୩ ଜଣ ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଛାତ୍ର ଆମ୍ବେଦକର ହଷ୍ଟେଲର ବୋଲି ଜଣାପଡିଛି । ବଡଗଡ ପୋଲିସ ଏହି ମାମଲାର ତନ୍ତଦ ଆରମ୍ଭ କରିଛି ।

Related Articles

Back to top button