ସୁଭଦ୍ରା ଯୋଜନା ନେଇ ନୂଆ ତଥ୍ୟ ଦେଲେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା
ସୁଭଦ୍ରାର ଗାଇଡ ଲାଇନ ପୁଣି ତିଆରି ହେବ। ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କିଭଳି ପୁଣି ଥରେ କିଭଳି ସାମିଲ କରାଯିବ। ସେନେଇ ନୂଆ ଗାଇଡ ହେବ।ଦିନ ୩ଟା ରେ ଏନେଇ ନେଇ ବସିବ ବିଭାଗର ବୈଠକସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ୍ୟ ୬୭ ହଜାର ରେଜେକ୍ଟ ଲିଷ୍ଟ ଉପରେ ଆଲୋଚନା ହେବ।କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫାଇ କରାଯିବ ସେନେଇ ନିଷ୍ପତ୍ତି ହେବ। ରିଜେକ୍ଟ ଲିଷ୍ଟ ଆବେଦାନକାରୀଙ୍କ ଉପରେ ପୁନଃ ବିଚାର କରାଯିବ। ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତ୍ରୁତ୍ରିୟ ପର୍ଯ୍ୟାୟ ଟଙ୍କା ଆସିବ।