ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ ।

ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ସନ୍ଦେହ ।ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ । ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ମୃତଦେହ ଉଦ୍ଧାର ହୋଇଛି । ମୃତ ସେବାୟତ ମହାସୁହାରସାହିର, ଗୁଡ଼ିଆସାହି ଯାଇଥିଲେ । ଘଟଣା ପରେ ସନ୍ଦେହ ଭିତରକୁ ଆସିଥିବା ବ୍ୟକ୍ତି ଫେରାର । ପୋଲିସ ଛାଉଣୀ ଭିତରେ ଏପରି ଘଟଣାକୁ ନେଇ ଛାନଭିନ୍‌। ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ।

Related Articles

Back to top button