
ରାଜ୍ୟରେ ୨୦୦ ଗୋଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଜେପି ସରକାର
ରାଜ୍ୟରେ ବିଜେପି ସରକାର ୨୦୦ ଗୋଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଯେଉଁଭଳି ଭାବରେ ଗୋରୁ ଗାଇ ଚୋରା ଚାଲାଣ ହେଉଛି ସେଥିପାଇଁ ବୁଲା ଗାଈଙ୍କର ଯତ୍ନ ନେବାପାଇଁ ଏହି ପଦକ୍ଷପଟି ନିଆଯାଇଛି ବୋଲି ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗାଈ ଓ ଅନ୍ୟ ଦୁଗ୍ଧ ପ୍ରଦାନକାରୀ ପଶୁସମ୍ପଦକୁ ଅନ୍ୟ ରାଜ୍ୟକୁ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଗାଈ ଓ ଅନ୍ୟ ଦୁଗ୍ଧ ପ୍ରଦାନକାରୀ ପଶୁସମ୍ପଦକୁ ଅନ୍ୟ ରାଜ୍ୟକୁ ଚୋରାଚାଲାଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।