ଛାତ୍ରଛାତ୍ରୀ ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରିବେ ମୁଖ୍ୟମନ୍ତ୍ରୀ

ସ୍କୁଲ ପହଞ୍ଚି ପାରୁ ନଥିବା ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ରାଜ୍ୟର ୩୦ ଟି ଜିଲ୍ଲାର ପ୍ରାୟ ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରିବେ ମୋହନ ସରକାର । ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବ । ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇବ । ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ଲାଗୁ କରିବ । ସେଥିପାଇଁ ଓସେପା ପକ୍ଷରୁ ଏନେଇ ନିର୍ଦ୍ଦେଶନାମା

Related Articles

Back to top button