ଜୁଲାଇ ୨୦ରୁ ଯୁକ୍ତ୨ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୨ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୦ରୁ ସାମ୍‌ସ ପୋର୍ଟଲ ଜରିଆରେ ସମସ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୨୦ରୁ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ହେଲେ ସିବିଏସ୍‌ସି ପରୀକ୍ଷା ଫଳାଫଳ ବାହାରି ନ ଥିବାରୁ ଆବେଦନ ଅବଧି ବଢିପାରେ। ଏନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶନିବାର ସୂଚନା ଦେଇଛନ୍ତି।

Related Articles

Back to top button