ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା : ପୁରୀ ଜିଲ୍ଲାପାଳ

ଜିଲ୍ଲାପାଳ। ଆସନ୍ତା ରଥଯାତ୍ରା ପାଇଁ ହେବ ସ୍ବତନ୍ତ୍ର ‘ଆପ୍‌’ ବ୍ୟବସ୍ଥା । ପ୍ରଥମ ପ୍ରସ୍ତୁତି ବୈଠକ ପରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍‌’ ପ୍ରସ୍ତୁତ ହେବ କହିଲେ ଜିଲ୍ଲାପାଳ ।ଏଥିରୁ ସାଧାରଣ ଭକ୍ତ ସବିଶେଷ ତଥ୍ୟ ପାଇପାରିବେ’ । ୧୫ ଦିନ ଭିତରେ ତଥ୍ୟ ଦେବାକୁ ସବୁ ବିଭାଗକୁ କୁହାଯାଇଛି’ । ରଥଯାତ୍ରା ବେଳେ ସମ୍ବେଦନଶୀଳ ସ୍ଥାନରେ ଲାଗିବ AI କ୍ୟାମେରା’ ।

Related Articles

Back to top button