
ଦଳ ବିରୋଧୀ ଆଚରଣ ପାଇଁ ୩ ରାଜ୍ୟ ବିଜେପି ନେତା ନିଲମ୍ବିତ
ଭୁବନେଶ୍ୱର: ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ ବିଜେଡି ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ କ୍ଷମତା ଅକ୍ତିଆର ପାଇଁ ପ୍ରାଣପଣେ ସଂଘର୍ଷ କରୁଛନ୍ତି । ଏହା ମଧ୍ୟରେ ନେତାଙ୍କ ମଧ୍ୟରେ ଦଳ ବଦଳ ପର୍ବ ଆରମ୍ଭ ହୋଇ ଯାଇଛି ।