ବିବାହ ପାଇଁ ଆବେଦନ କରିଛନ୍ତି ତିର୍ବିତ୍ତୋଲ ଧାୟକ

ବିବାହ କରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ସୋମାଲିକା ବଦଳରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଗୁରୁବାର ଆବେଦନ କରିଛନ୍ତି। କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ ଶଙ୍କର ଦାସ। ଗତ ୨୧ ତାରିଖରେ ବିବାହ ପାଇଁ ଆବେଦନ କରିଛନ୍ତି। ସୋମାଲିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ବିଜୟ ଶଙ୍କର ଚର୍ଚ୍ଚାରେ ରହିଛନ୍ତି।

Related Articles

Back to top button