ଆଇରନ ମ୍ୟାନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଭାଗ ନେଇଛନ୍ତି

ଭୁବନେଶ୍ୱର: ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ଦୁଇ ଓଡିଆ ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ କାଜାଖସ୍ତାନ ପହଞ୍ଚିଛନ୍ତି। ଏହା ସୌଭାଗ୍ୟଙ୍କ ଦ୍ଵିତୀୟ ଆଇରନ ମ୍ୟାନ ପ୍ରତିଯୋଗିତା । ବିଜୟ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛନ୍ତି ।

ଆଇରନ ମ୍ୟାନ ରେ ୩.୮ କିମି ସନ୍ତରଣ, ୧୮୦ କିମି ସାଇକେଲ ଚାଳନା ଏବଂ ୪୨.୨ କିମି ଦୌଡ଼ ପ୍ରତିଯୋଗିତାକୁ ସର୍ବ ମୋଟ ୧୬ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ସାରିବାକୁ ହେବ।

Related Articles

Back to top button