CMOରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ।

CMOରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ । CMO ମୁଖ୍ୟ ଉପଦେଷ୍ଟା ପଦରୁ ସୁରେଶ ମହାପାତ୍ରଙ୍କ ଇସ୍ତଫା । ସ୍ପେଶାଲ ଇନିସିଏଟିଭ୍ ଉପଦେଷ୍ଟା ପଦରୁ ଆର୍. ବାଲକ୍ରିଷ୍ଣନଙ୍କ ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ପଦ ଛାଡ଼ିଲେ ସୁରେଶ, ବାଲକ୍ରିଷ୍ଣନ ।

ସେମାନେ CMଙ୍କ ମୁଖ୍ୟ ଉପଦେଷ୍ଟା ଥିଲେ । ରାଜ୍ୟରେ ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଇସ୍ତପା ଦେଇଛନ୍ତି । ତାଙ୍କ ପରେ ପଦ ଛାଡ଼ିଲେ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ସୁରେଶ ମହାପାତ୍ର ଓ ଆର୍. ବାଲକ୍ରିଷ୍ଣନ ।

Related Articles

Back to top button