ଆଇପିଏଲ ୨୦୨୩ ପାଇଁ ରିଟେନ ଖେଳାଳିଙ୍କ ସୂଚୀ ଜାରି ହେଲା

ବାଙ୍ଗାଲୋର: ଆଇପିଏଲ ୨୦୨୩ ପାଇଁ ସମସ୍ତ ଟିମ ସେମାନଙ୍କ ରିଟେନ ଖେଳାଳିଙ୍କ ସୂଚୀ ଜାରି କରିଛନ୍ତି । ୨୩ ଡିସେମ୍ବରରେ ମିନି ଅକ୍ସନ କୋଚିରେ ଆୟୋଜିତ ହେବ । ଗୁଜରାଟ ଟାଇଟନ୍ସଠାରୁ କୋଲକାତା ଲୋକି ଫର୍ଗୁଶନ ଓ ରହନୁମୁଲ୍ଲା ଗୁରବାଜଙ୍କୁ କିଣିଛି । ଦିଲ୍ଲୀ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିଛି । ସବୁଠାରୁ ଅଧିକ ୧୬ ଖେଳାଳିଙ୍କୁ କୋଲକାତା ରିଲିଜ କରିଛି । ରବୀନ୍ଦ୍ର ଜାଡେଜା ଚେନ୍ନାଇ ଟିମ ସହ ରହିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଟିମ ଡେଭିଡ, ରମନଦୀପ ସିଂ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶାନ, ଟ୍ରିଷ୍ଟନ ଷ୍ଟବ୍ସ, ଡେଭାଲ୍ଡୋ ବେଭିସ, ଜୋଫ୍ରା ଆର୍ଚ୍ଚର, ଯଶପ୍ରୀତ ବୁମରାହ, ଅର୍ଜୁନ ତେନ୍ଦୁଲକର, ଅରଶାଦ ଖାଁ, କୁମାର କାର୍ତିକେୟ, ହ୍ରିତିକ ଶୌକିନ, ଜେସନ ବେହରେନଡାର୍ଫ, ଆକାଶ ମେଘୱାଲ ।
ସନରାଇଜର୍ସ ହାଇଦ୍ରାବାଦ: ଅବଦୁଲ ସମଦ, ଏଡେନ ମାର୍କରାମ, ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ଅଭିଷେକ ଶର୍ମା, ମାର୍କୋ ୟାନଶେନ, ୱାଶିଂଟନ ସୁନ୍ଦର, ଫଜଲହକ ଫାରୁକୀ, କାତିର୍କ ତ୍ୟାଗୀ, ଭୁବନେଶ୍ୱର କୁମାର, ଟି.ନଟରାଜନ, ଉମରାନ ମଲିକ ।

ଚେନ୍ନାଇ ସୁପର କିଙ୍ଗସ: ଏମଏସ ଧୋନୀ (ଅଧିନାୟକ), ଡେଭନ କନୱେ, ରିତୁରାଜ ଗାଏକ୍ୱାଡ, ଅମ୍ବାତି ରାୟୁଡୁ, ଶୁଭ୍ରାଂଶୁ ସେନାପତି, ମୋଇନ ଅଲୀ, ଶିବମ ଦୁବେ, ରାଜ୍ୟବର୍ଦ୍ଧନେ ହଂଗରଗେକର, ଡ୍ୱେନ ପ୍ରିଟୋରିୟସ, ମିଶେଲ ସାଂଟେନର, ରବୀନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ମଥୀଷା ପଥିରାନା, ସିମରନଜିତ ସିଂ, ଭାନୁକା ରଜପାକ୍ଷେ, ଜିତେଶ ଶର୍ମା, ରାଜ ବାବା, ରିଷି ଧୱନ, ଲିୟମ ଲିଭିଙ୍ଗଷ୍ଟୋନ, ଅଥର୍ବ ତାଏଦେ, ଅର୍ଶଦୀପ ସିଂ, ବଲତେଜ ସିଂ, ନାଥନ ଏଲିସ, କାଗିସୋ ରାବାଡା, ରାହୁଲ ଚହର, ହରପ୍ରୀତ ବରାଡ ।
କୋଲକାତା ନାଇଟ ରାଇଡର୍ସ: ଶ୍ରେୟାଶ ଆୟାର (ଅଧିନାୟକ), ନୀତିଶ ରାଣା, ରହମାନୁଆଲ୍ଲା ଗୁରୁବାଜ, ଭେଙ୍କେଟେଶ ଆୟାର, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଶାର୍ଦ୍ଦୁଳ ଠାକୁର, ଲକି ଫର୍ଗୁଶନ, ଉମେଶ ଯାଦବ, ଟିମ ସୌଥୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତି, ଅନୁକୂଲ ରାୟ, ରିଙ୍କୁ ସିଂ ।
ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମନ ଗିଲ, ଡେଭିଡ ମିଲର, ଅଭିନବ ମନୋହର, ସାଇ ସୁଦର୍ଶନ, ରିଦ୍ଧିମାନ ଶାହ, ମାଥ୍ୟୁ ୱାଡେ, ରଶିଦ ଖାଁ, ରାହୁଲ ତେୱାଟିଆ, ବିଜୟ ଶଙ୍କର, ମହମ୍ମଦ ସାମି, ଅଲଜାରୀ ଜୋସେଫ, ୟଶ ଦଲାଲ, ପ୍ରଦୀପ ସାଙ୍ଗୱାନ, ଦର୍ଶନ ନାଲକାଣ୍ଡେ, ଜୟନ୍ତ ଯାଦବ, ଆରସାଇ କିଶୋର, ନୂର ଅହମ୍ମଦି ।
ଲକ୍ଷ୍ନୌ ସୁପର ଜ୍ୟାଂଟସ: କେଏଲ ରାହୁଲ (ଅଧିନାୟକ), ଆୟୁଶ ବଦୋନୀ, କରଣ ଶର୍ମା, ମାନନ ବୋରା, କ୍ୱିଂଟନ ଡିକକ, ମାର୍କସ ଷ୍ଟାଇନେସ, କୃଷ୍ଣାପ୍ପା ଗୌତମ, ଦୀପକ ହୁଡ୍ଡା, କାଇଲ ମେୟର୍ସ, କୃଣାଳ ପାଣ୍ଡ୍ୟା, ଆଭେଶ ଖାଁ, ମୋହସିନ ଖାଁ, ମାର୍କ ଉଡ, ମୟଙ୍କ ଯାଦବ, ରବି ବିଶ୍ନୋଇ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାପ ଡୁପ୍ଲେସି (ଅଧିନାୟକ), ବିରାଟ କୋହଲି, ସୂୟଶ ପ୍ରଭୂଦେଶାଇ, ରଜତ ପାଟୀଦାର, ଦୀନେଶ କାର୍ତିକ, ଅନୁଜ ରାୱତ, ଫିନ ଏଲେନ, ଗ୍ଲେନ ମ୍ୟାକ୍ସୱେଲ, ୱାନିନ୍ଦୁ ହସରଙ୍ଗା, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ଡେଭିଡ ୱିଲି, କରନ ଶର୍ମା, ମହୀପାଲ ଲୋମରାର, ମହମ୍ମଦ ସିରାଜ, ଜୋଶ ହାଜେଲଉଡ, ସିଦ୍ଧାର୍ଥ କୌଲ, ଆକାଶଦୀପ ।
ରାଜସ୍ଥାନ ରୟାଲ୍ସ;ସଞ୍ଜୁ ସାମସନ (ଅଧିନାୟକ), ୟଶସ୍ୱୀ ଜୟସୱାଲ, ଶିମରନ ହେଟମେୟର, ଦେବୀଦତ ପାଡିକଲ, ଜୋସ ବଟଲର, ଧ୍ରୁବ ଜୁରେଲ, ରିୟାନ ପରାଗ, ପ୍ରସିଦ୍ଧ କ୍ରିଷ୍ଣା, ଟ୍ରେଂଟ ବୋଲ୍ଟ, ଓବେଡ ମ୍ୟାକୟ, ନବଦୀପ ସୈନୀ, କୁଲଦୀପ ସେନ, କୁଲଦୀପ ଯାଦବ, ଆରଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, କେସି କାରିୟାପ୍ପା,
ଦିଲ୍ଲୀ କ୍ୟାପିଟାଲ୍ସ: ରିଷଭ ପନ୍ତ(ଅଧିନାୟକ), ଡେଭିଡ ୱାର୍ଣ୍ଣର, ପୃଥ୍ୱୀ ଶ, ରିପଲ ପଟେଲ, ରୋବମ୍ୟାନ ପାୱେଲ, ସରଫରାଜ ଖାଁ, ୟଶ ଢ଼ୁଲ, ମିଶେଲ ମାର୍ଶ, ଲଳିତ ଯାଦବ, ଅକ୍ଷର ପଟେଲ, ଏନରିକ ନାର୍ତଜ୍ୟ, ଚେତନ ସାକରିଆ, କମଲେଶ ନାଗରକୋଟୀ, ଖଲୀଲ ଅହମ୍ମଦ, ଲୁଙ୍ଗି ଏନଗିଡି, ମୁସ୍ତାଫିଜୁର ରହେମାନ, ଅମନ ଖାଁ, କୁଲଦୀପ ଯାଦବ, ପ୍ରବୀଣ ଦୁବେ, ଭିକ୍କି ଓସ୍ତୱାଲ ।

Related Articles

Back to top button