ଅତ୍ୟାଧୁନିକ ଟେନିସ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ଓଡ଼ିଶାର କ୍ରୀଡ଼ା ଇତିହାସରେ ପୁଣି ଏକ ସ୍ୱର୍ଣ୍ଣିମା ଅଧ୍ୟାୟ ଯୋଡ଼ି ହୋଇଛି । ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ଅତ୍ୟାଧୁନିକ ଟେନିକ କୋର୍ଟ ଉଦଘାଟନ କରିଛି । ଏହି ଷ୍ଟାଡିୟମରେ ଏକସଙ୍ଗେ ୧୫୦୦ ଦର୍ଶକ ବସ ମ୍ୟାଚର ମଜା ଉଠାଇ ପାରିବେ । ପୂର୍ବରୁ ଷ୍ଟାଡିୟମରେ ଅନ୍ୟ ୧୦ଟି ଟେନିସ କୋର୍ଟ ରହିଥିବା ବେଳେ ସେଥିମଧ୍ୟରେ ୬ଟି ସିନ୍ଥେଟିକ ଓ ୪ଟି କ୍ଲେ କୋର୍ଟ ରହିଛି । ଆସନ୍ତା ମାସ ୪ ତାରିଖରୁ ଏହି ନୂଆ ଷ୍ଟାଡିୟମରେ ଜୁନିୟର ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ । ଉକ୍ତ ଇଭେଣ୍ଟରେ ଏସିଆ ମହାଦେଶର ୧୫ଟି ଦେଶ ଅଂଶଗ୍ରହଣ କରିବେ ।

Related Articles

Back to top button