ଚେସ୍‌ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ ।

ଆୟୋଜିତ ୪୫ତମ ଚେସ୍‌ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍‌ ଇତିହାସରେ ନୂଆ ଫର୍ଦ ଯୋଡ଼ିବା ସହ ସ୍ବର୍ଣ୍ଣ ଜିତିଛନ୍ତି ଉଭୟ ପୁରୁଷ ଓ ମହିଳା ଦଳ। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ଆର୍‌ ପ୍ରଜ୍ଞାନନ୍ଦଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ ଶେ‌ଷ ରାଉଣ୍ଡରେ ସ୍ଲୋଭେନିଆକୁ ୩-୦ରେ କରିଛନ୍ତି ପରାସ୍ତ ।

Related Articles

Back to top button