୧୨୪ ଏକରରେ କ୍ଷେତରେ ମକା ଗଛ ଲଗାଇ ମେସିଙ୍କ ଛବି ତିଆରି କଲେ ଆର୍ଜେଣ୍ଟିନାର ଚାଷୀ

ବ୍ୟୁନସ୍‌ ଆୟର୍ସ: ଗତ ମାସରେ କାତାରରେ ଆୟୋଜିତ ଫିଫା ୱାର୍ଲଡ କପ୍‌ରେ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଥିଲା। ଏଥିରେ ଲିଓନେଲ ମେସିଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ବିଜୟ ପାଇଁ ଦେଶରେ ଅନେକ ପ୍ରକାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଆର୍ଜେଣ୍ଟିନାର ଚାଷୀ ଏହି ବିଜୟ ଏକ ଭିନ୍ନ ଉପାୟରେ ପାଳନ କରିଛନ୍ତି। ସେମାନେ ଲସ୍‌ କଣ୍ଡୋରେସ୍‌ର ୧୨୪ ଏକର କ୍ଷେତରେ ମକା ଗଛ ଲଗାଇ ସେଥିରେ ମେସିଙ୍କ ଛବି ତିଆରି କରିଛନ୍ତି।

Related Articles

Back to top button