ଫିଫା ବିଶ୍ୱକପ୍ ଚାମ୍ପିଅନ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ତେଣୁ ଆର୍ଜେଣ୍ଟିନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁଠାରୁ ରୋମାଞ୍ଚକ ଫୁଟବଲ ମ୍ୟାଚ୍ ଭାବେ ମନେରହିବ ବୋଲି କହିଲେ ମୋଦୀ ।

ମେସି ଓ ଆର୍ଜେଣ୍ଟିନାର ଭାରତୀୟ ପ୍ରଶଂସକ ବିଜୟ ଉଲ୍ଲାସ ପାଳନ କରିଛନ୍ତି । ଏହାସହିତ ଫ୍ରାନ୍ସକୁ ଉତ୍ସାହପୂର୍ଣ୍ଣ ଖେଳ ପାଇଁ ସେ ଶୁଭେଚ୍ଛା ଦେଇଛନ୍ତି । ଫାଇନାଲରେ ଉଭୟ ଦଳର ଖେଳ କୌଶଳକୁ ସେ ପ୍ରଶଂସା କରିଛନ୍ତି । ଆର୍ଜେଣ୍ଟିନା ୩ୟ ଥର ବିଶ୍ୱବିଜୟୀ ହୋଇଛି ।

Related Articles

Back to top button