ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ

ଇସଲାମବାଦ: ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ ଯବାନ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୩ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ହେବା ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ଝାବର ତଡକେ ଚୌକିରେ ଆତଙ୍କବାଦୀଙ୍କ ଗୁଳିରେ ୯ଯବାନ ନିହତ ହୋଇଛନ୍ତି।

Related Articles

Back to top button