ଏଣିକି ଏହିସବୁ କମ୍ପ୍ୟୁଟରରେ କାମ କରିବନି ଗୁଗଲ କ୍ରୋମ ବ୍ରାଉଜର

ୱାଶିଂଟନ: ଏଣିକି ଅନେକ କମ୍ପ୍ୟୁଟରରେ କାମ କରିବନି ଗୁଗଲ କ୍ରୋମ୍। କାରଣ ନୂଆ ବର୍ଷରେ ଗୁଗଲ କ୍ରୋମର ନୂଆ ଭର୍ଜନ ଲଞ୍ଚ କରିବା ସହ ପୁରୁଣା ଭର୍ଜନ କିଛି କମ୍ପ୍ୟୁଟର କାମ କରିବା ବନ୍ଦ କରିଦେବ।

ଏକ ଟେକ୍ ରିପୋର୍ଟର ସୂଚନା ଅନୁସାରେ, ୭ ଫେବ୍ରୁଆରୀ ୨୦୨୩ରେ କମ୍ପାନୀ କ୍ରୋମର ୧୧୦ ଭର୍ଜନକୁ ଅସ୍ଥାୟୀ ରୂପେ ଲଞ୍ଚ୍ କରିବ। ଆଉ ନୂଆ ଲଞ୍ଚ୍ ସହିତ ପୁରୁଣା ଭର୍ଜନରେ ସପୋର୍ଟ ବନ୍ଦ କରିଦିଆଯିବ। ଗଗୁଲର ସପୋର୍ଟ ପେଜ୍‌ ଅନୁସାରେ, କ୍ରୋମର ୧୦୯ ଭର୍ଜନ କେବଳ ମାଇକ୍ରୋସଫ୍ଟ ଅଫରେଟିଂ ସିଷ୍ଟମ ୱିଣ୍ଡୋଜ୍-୭ ଓ ୱିଣ୍ଡୋଜ୍ ୮.୧ କୁ ସପୋର୍ଟ କରୁଥିଲା। ଏବେ ଏହା ବନ୍ଦ ହୋଇଯାଇପାରେ।

Related Articles

Back to top button