ସାହିତ୍ୟ ପାଇଁ ଆନି ଏର୍ନକ୍ସଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ୍‌: ଚଳିତବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ଫରାସୀ ଲେଖକ ଆନି ଏର୍ନକ୍ସଙ୍କୁ ଏହି ପୁରସ୍କାର ମିଳିବ। ଆନି ସେପ୍ଟେମ୍ବର ୧, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଫରାସୀ ଲେଖକ ଏବଂ ସାହିତ୍ୟର ପ୍ରଫେସର। ତାଙ୍କର ଅଧିକାଂଶ ସାହିତି୍ୟକ କାର୍ଯ୍ୟ ଆତ୍ମକଥାତ୍ମକ, ସମାଜଶାସ୍ତ୍ର ଉପରେ ଆଧାରିତ।

Related Articles

Back to top button