ଭାରୋତ୍ତୋଳନରେ ପୁଣି ପଦକ, ବିକାଶ ଠାକୁରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଭାରତ୍ତୋଳନେର ଆଉ ଗୋଟିଏ ସଫଳତା ପାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତକୁ ପୁଣି ପଦକ। ୯୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଲେ ବିକାଶ ଠାକୁର। ସ୍ନାଚରେ ୧୫୫, କ୍ଲିନ ଆଣ୍ଡ ଜର୍କରେ ୧୯୧ କେଜି ଉଠାଇଲେ। ମୋଟ ୩୪୬ କେଜି ଉଠାଇ ବିକାଶ ଜିତିଲେ ପଦକ।

Related Articles

Back to top button