ASO ପରୀକ୍ଷା ସ୍ଥଗିତ, ରାଜ୍ୟରେ ବନ୍ୟାସ୍ଥିତିକୁ ଦେଖି ନିଷ୍ପତ୍ତି
ଭୁବନେଶ୍ୱର: ASO ପରୀକ୍ଷା ସ୍ଥଗିତ । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତିକୁ ଦେଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ASO Written Exam postponed. Here is the notice of the OPSC pic.twitter.com/KVK4tjAjDf
— SATYAJIT MOHANTY (@satyajitips88) August 18, 2022
ସେହିପରି ଓପିଏସସିର ପରବର୍ତ୍ତୀ ବିଜ୍ଞପ୍ତିରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ଖୁବ୍ ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।