୧୮୦୦ କର୍ମଚାରୀଙ୍କୁ ଛଟେଇ କଲା ମାଇକ୍ରୋସଫ୍ଟ

ୱାଶିଂଟନ: ବିଶ୍ୱର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ମଧ୍ୟରେ ମାଇକ୍ରୋସଫ୍ଟ କମ୍ପାନୀ ନିଜର ୧୮୦୦ କର୍ମଚାରୀଙ୍କୁ ଛଟେଇ କରିଛି। ବିଭିନ୍ନ ଅଞ୍ଚଳରେ ଥିବା ଅଫିସ୍‌ର କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ଜୁନ ୩୦ ତାରିଖରେ ଆର୍ଥିକ ବର୍ଷ ସରିବା ପରେ ନୂଆ ବ୍ୟବସାୟ ଗ୍ରୁପ୍ ଗଠନ କରିବା ପାଇଁ ଏହି ଛଟେଇ କରାଯାଇଛି ବୋଲି କମ୍ପାନୀ କହିଛି। ନୂଆ ଆର୍ଥିକ ବର୍ଷ ପାଇଁ ମାଇକ୍ରୋସଫ୍ଟ କମ୍ପାନୀ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି କମ୍ପାନୀ ଘୋଷଣା କରିଛି।

Related Articles

Back to top button