ଦେଶ
-
ଫୁଟବଲ୍ ବେଟିଂ ଆପରେ ଠକେଇ ଅଭିଯୋଗ, ଅଭିଯୁକ୍ତ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି
ନୂଆଦିଲ୍ଲୀ: ଠକେଇ ଅଭିଯୋଗ, ଦିଲ୍ଲୀର ଶାହିନବାଗ ଅଞ୍ଚଳର ଯୁବକ ମହମ୍ମଦ ସୈଫ୍ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି। ଏକ ଅନ୍ତର୍ଜାତୀୟ ଠକେଇ ମାମଲାରେ ମହମ୍ମଦ ସୈଫ୍…
Read More » -
ଦିଲ୍ଲୀ କ୍ୟାବିନେଟରେ ଯୋଗ ଦେଲେ ଦୁଇ ନୂଆ ମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦୁଇଜଣ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ଦିନ ରାଜ ଭବନରେ ଅନୁଷ୍ଠିତ ହୋଇଥିଲା। ସୌରଭ ଭରଦ୍ୱାଜ ଏବଂ…
Read More » -
ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ‘ଆଇଏନଏସ ବିକ୍ରାନ୍ତ’ରେ ଗାର୍ଡ ଅଫ୍ ଅନର ପ୍ରଦାନ
ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତରେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି…
Read More » -
କେନ୍ଦ୍ର କର୍ମଚାରୀ ବିନା ସୁଧରେ ୧୦ ହଜାର ଟଙ୍କାର ଆଡଭାନ୍ସ ନେଇପାରିବେ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ପ୍ରଦାନ ନେଇ ଘୋଷଣା କରାଯାଇଛି । ହୋଲି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କୁ…
Read More » -
୨୪ ଘଣ୍ଟାରେ ଏଡିନୋ ଭାଇରସରେ ୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କଲେ ପଶ୍ଚିମବଙ୍ଗ ସରକାର
କୋଲକାତା: ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ଏଡିନୋ ଭାଇରସକୁ ନେଇ ଭୟ ବଡ଼ିଯାଇଛି। ଲକ୍ଷଣ ଦେଖା ଦେବା ପରେ ୩ ଶିଶୁଙ୍କୁ କୋଲ୍କାତାର ବିଭିନ୍ନ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତତ ମୃତକଙ୍କ ବୟସ ଏକ…
Read More » -
ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକଙ୍କ ହୃଦଘାତରେ ପରଲୋକ
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି । ଗତକାଲି ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ୬୭ ବର୍ଷ ବୟସ୍କ…
Read More » -
ଅଧିକାଂଶ ମେଟ୍ରୋ ସହରରେ ବାୟୁର ମାନ ଖରାପ ହେଉଛି – ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ହୋଇଛି। ପୂର୍ବରୁ ଯେଉଁଭଳି ଋତୁକାଳୀନ ପ୍ରଦୂଷଣରେ ଦିଲ୍ଲା ଘାଣ୍ଟି ହେଉଥିଲା ସେଥିରୁ ଟିକିଏ ଉନ୍ନତି ହୋଇଛି। କିନ୍ତୁ…
Read More » -
ଆଫଗାନିସ୍ତାନ୍କୁ ୨୦,୦୦୦ ମେଟ୍ରିକ୍ ଟନ୍ ଗହମ ସହାୟତା ପଠାଇବ ଭାରତ
ନୂଆଦିଲ୍ଲୀ: ସହାୟତା ଭାବେ ଇରାନ୍ର ଚାବହାର ବନ୍ଦର ବାଟେ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ୍ ଟନ୍ ଗହମ ପଠାଇବ ବୋଲି ମଙ୍ଗଳବାର ଦିନ ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତରେ ମିଳିତଭାବେ…
Read More » -
ୱେବ୍ ସିରିଜ୍ ‘କଲେଜ ରୋମାନ୍ସ’ରେ ଅଶ୍ଳୀଳ ବିଷୟବସ୍ତୁ ଅଛି ଦର୍ଶାଇ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମ ଟିଭିଏଫର ୱେବ୍ ସିରିଜ୍ ‘କଲେଜ ରୋମାନ୍ସ’ରେ ଅଶ୍ଳୀଳ ବିଷୟବସ୍ତୁ ଅଛି ବୋଲି କହି ଦିଲ୍ଲୀ ହାଇକୋର୍ଟ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
Read More » -
ଅଚଳ ସାଟେଲାଇଟ୍ ‘ମେଘା ଟ୍ରଫିକ୍ୟୁଜ୍-୧’କୁ ସଫଳତାର ସହ କକ୍ଷପଥରୁ ବିଚ୍ୟୁତ କରି ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’
ନୂଆଦିଲ୍ଲୀ: ଅଚଳ ହୋଇଯାଇଥିବା ଗୋଟାଏ ‘ସାଟେଲାଇଟ୍’କୁ ମଙ୍ଗଳବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି। ସଂଗୃହୀତ ସୂଚନା ଅନୁସାରେ,…
Read More »