ଦେଶ
-
ଖୁବଶୀଘ୍ର କୋଲକାତାରେ ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍
କୋଲକାତା: ପାଣି ଭିତରେ ଚାଲିବ ମେଟ୍ରୋ ଟ୍ରେନ୍ । ବିଦେଶରେ ପାଣି ଭିତରେ ଟ୍ରେନ୍ ଚାଲୁଥିବା ଆପଣ ଦେଖିଥିବେ । ଏବେ ଭାରତରେ ଏହା ସତ ହେବାକୁ ଯାଉଛି…
Read More » -
ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବୃଦ୍ଧି, କଂଗ୍ରେସ କହିଲା ‘ନୂଆବର୍ଷର ପ୍ରଥମ ଗିଫ୍ଟ’
ନୂଆଦିଲ୍ଲୀ: ଆଜି ନୂଆବର୍ଷର ପ୍ରଥମ ଦିନ। ୧ ଜାନୁଆରୀ ୨୦୨୩ରେ କେନ୍ଦ୍ର ସରକାରଙ୍କୁ ମଜାଦାର ଶୁଭେଚ୍ଛା ଦେଇଛି କଂଗ୍ରେସ। ନୂଆବର୍ଷର ପ୍ରଥମ ଗିଫ୍ଟକୁ ନେଇ କେନ୍ଦ୍ର ସରକାରଙ୍କ…
Read More » -
ଚଳିତ ବର୍ଷ ଇଗ୍ନୋରେ ମାଗଣା ସ୍ନାତକ ଶିକ୍ଷା ଗ୍ରହଣ କରିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ମାଗଣାରେ ସ୍ନାତକ ଶିକ୍ଷା ମିଳିପାରିବ । ଇନ୍ଦରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଚଳିତ ବର୍ଷ…
Read More » -
ଘନ କୁହୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ
ଭୁବନେଶ୍ୱର: ଘନ କୁହୁଡ଼ିକୁ ଦେଖି ପୂର୍ବତଟ ରେଳପଥର ପ୍ରସ୍ତୁତି । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି । ବିଭିନ୍ନ…
Read More » -
ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୭ ଦ୍ୱୀପରେ ପ୍ରବେଶ ନେଇ କଟକଣା ଲଗାଇଲେ ଲକ୍ଷଦ୍ୱୀପ ପ୍ରଶାସନ
ନୂଆଦିଲ୍ଲୀ: ଲକ୍ଷଦ୍ୱୀପ ପ୍ରଶାସନ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ରୁ ୧୭ ଦ୍ୱୀପରେ ପ୍ରବେଶ ନେଇ କଟକଣା ଲଗାଇଛନ୍ତି । ଏଠାକୁ ଯିବା ପାଇଁ ସବ ଡିଭିଜନାଲ…
Read More » -
ଗୁଜରାଟର ସେସନ୍ସ କୋର୍ଟରେ ଶୁଣାଣି ବେଳେ ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଲେ ଅଭିଯୁକ୍ତ
ଅହମଦାବାଦ: ଶୁକ୍ରବାର ଗୁଜରାଟର ନବସାରୀରେ କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଅଭିଯୁକ୍ତ ଜଣେ ସେସନ୍ସ କୋର୍ଟର ବିଚାରପତିଙ୍କ ଉପରକୁ ଟେକା ଫିଙ୍ଗିଥିବା ପୁଲିସ କହିଛି। ସୌଭାଗ୍ୟବଶତଃ…
Read More » -
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କଲେ ଦିଲ୍ଲୀ ପଟିଆଲା କୋର୍ଟ
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି…
Read More » -
ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ମୃତ, ୨୮ ଆହତ: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଅହମଦାବାଦ: ଗୁଜରାଟର ନାଭସାରି ଜିଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ଏସ୍ୟୁଭି କାର ମଧ୍ୟରେ ଧକ୍କା ହୋଇ ୯ଜଣଙ୍କ…
Read More » -
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କୁ ଦେଇଛନ୍ତି ନୂଆ ବର୍ଷ ଗିଫ୍ଟ । କେନ୍ଦ୍ର ସରକାର ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ ବୃଦ୍ଧି କରିଛନ୍ତି ।…
Read More » -
ଏଥର ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡ଼ିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର: ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର…
Read More »