ଦେଶ
-
ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲାଗୁ କରିବାକୁ ଯାଉଛି ଲଗେଜ ନିୟମ
ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ…
Read More » -
ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ହୋଇ ରହିବାକୁ ଚାହେ, ତେବେ ତାକୁ ସେହିଭଳି ଆଚରଣ ମଧ୍ୟ କରିବାକୁ ପଡ଼ିବ : ଆମେରିକା
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ବିରୋଧରେ କ୍ରମାଗତ ଭାବେ କଠୋର ମନ୍ତବ୍ୟ ଦେଇଆସୁଛି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ସିଧାସଳଖ ଚେତାବନୀ…
Read More » -
ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ଆଜି ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି ପୁଟିନ
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ…
Read More » -
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛି ଇଣ୍ଡି ମେଣ୍ଟ
ଭୋଟର ତାଲିକାରେ କଥିତ ଗଡବଡ ଏବଂ ହେରଫେର ଏବଂ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ବିରୋଧୀ ଦଳ ଲଢେଇକୁ ଆହୁରି ଜୋରଦାର କରିବାକୁ…
Read More » -
ପୁଲିସ ଚାର୍ଜସିଟରେ ଦର୍ଶାଇଛି ଯେ ଜ୍ୟୋତି ଦୀର୍ଘଦିନ ଧରି ପାକିସ୍ତାନର ଗୁପ୍ତଚର ଭଳି କାମ କରୁଥିଲେ
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା । ହରିୟାଣା ପୁଲିସ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ହଠାତ୍ ଗିରଫ କରିଥିଲା । ପ୍ରାୟ ୩…
Read More » -
ଅପରେସନ ସିନ୍ଦୂର ଏବେ ବି ପାକିସ୍ତାନୀ ଓ ପାକିସ୍ତାନ ସେନାର ନିଦ ହଜାଇଛି
ଅପରେସନ ସିନ୍ଦୂର ଏବେ ବି ପାକିସ୍ତାନୀ ଓ ପାକିସ୍ତାନ ସେନାର ନିଦ ହଜାଇଛି । ୯ ଓ ୧୦ ମେ’କୁ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ…
Read More » -
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀରେ ‘ସଦୈବ ଅଟଳ’ରେ ଆଜି ପୂର୍ବାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…
Read More » -
ସୁପ୍ରିମକୋର୍ଟ: ରାଜ୍ୟପାଳଙ୍କୁ ସମୟ ସୀମାରେ ବାନ୍ଧିବା ଏକ ସାମ୍ବିଧାନିକ ସଙ୍କଟ
ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବିଧେୟକ ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ସ୍ଥିର କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଘୋର ଆପତ୍ତି ପ୍ରକାଶ କରିଛନ୍ତି…
Read More » -
ଦିଲ୍ଲୀରେ ହାଇ ଆଲର୍ଟ ଜାରି : ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ
ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ୧୦ହଜରାରୁ ଅଧିକ ସୁରକ୍ଷା କର୍ମୀ ମୃତୟନ ହୋଇଛନ୍ତି । ଟ୍ରାଫିକ୍ ପରିଚାଳନା…
Read More » -
କେନ୍ଦ୍ର ସରକାରଙ୍କୁ ଆଠ ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ
ସୁପ୍ରିମକୋର୍ଟ ଗୁରୁବାର ଜମ୍ମୁ-କାଶ୍ମୀରକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ ଦାଖଲ ଯାଚିକା ଉପରେ ଶୁଣାଣି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଆଠ ସପ୍ତାହ…
Read More »