ଦେଶ
-
୧୨ ସେକେଣ୍ଡରେ ଧରାଶାୟୀ ହେଲା ଟ୍ୱିନ୍ ଟାୱାର, ଧୂଆଁମୟ ନୋଏଡା
ନୋଏଡ଼ା: ନୋଏଡ଼ାର ଟ୍ୱିନ୍ ଟାୱାର ମାଟିରେ ମିଶିଛି । ୩୦୦ କୋଟି ଟଙ୍କାରେ ନିର୍ମିତ ଟ୍ୱିନ୍ ଟାୱାରକୁ ୨୦ କୋଟି ଟଙ୍କା ଖର୍ଚ୍ଚରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଛି…
Read More » -
ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କହିଲେ ନୂଆଁଖାଇ କଥା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ‘ କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ…
Read More » -
ଅଟଳ ବ୍ରିଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟର ଅହମଦାବାଦରେ ସାବରମତୀ ନଦୀ ଉପରେ ପାଦ ଚଲା ଯାତ୍ରୀଙ୍କ ପାଇଁ ଅଟଳ ବ୍ରିଜର ଉଦଘାଟନ କରିଛନ୍ତି । ଗତ…
Read More » -
ଆଖୁରୁ ଚିନି ଉତ୍ପାଦନ ବଦଳରେ ଅଧିକ ଇଥାନଲ୍ ଉତ୍ପାଦନ ହେଉଛି: ଗଡ଼କରୀ
ମୁମ୍ବଇ : କେନ୍ଦ୍ର ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି, କୃଷିର ବିବିଧକରଣ କରାଯାଇ ଶକ୍ତି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ…
Read More » -
ଖଦି ଉତ୍ସବ ଏକ ବିକଶିତ ଭାରତର ସଙ୍କଳ୍ପ : ପ୍ରଧାନମନ୍ତ୍ରୀ
ଅହମ୍ମଦାବାଦ : ଖଦି ଭଳି ଏକ ପରମ୍ପରାଗତ ଶକ୍ତି ଭାରତକୁ ନୂତନ ଉର୍ଜ୍ଜା ଦେବାରେ ସଫଳ ହେବ। ଆଜି ସନ୍ଧ୍ୟାରେ ଅହମ୍ମଦାବାଦର ସାବରମତୀ ନଦୀତଟରେ ଅନୁଷ୍ଠିତ ଖଦୀ…
Read More » -
ମା-ପୁଅ ଏକାଠି ଯାଉଛନ୍ତି ସ୍କୁଲ; ପୁଅ ଷଷ୍ଠ, ମା ସପ୍ତମ
କାଠମାଣ୍ଡୁ: ଗୋଟିଏ ସ୍କୁଲରେ ପଢୁଛନ୍ତି ମା–ପୁଅ। ନେପାଳର ପାର୍ବତୀ ସୁନାର ପଢ଼ା ଛାଡ଼ିବାର ୧୨ ବର୍ଷ ପରେ ପୁଅ ସାଂଗରେ ଏବେ ପାଠ ପଢ଼ିବାକୁମନ ବଳାଇଛନ୍ତି। ସପ୍ତମ ଶ୍ରେଣୀରେ ନାମ ଲେଖାଇ ଦୈନିକ ପୁଅକୁ ସାଇକେଲରେ ବସାଇ ନେଉଛନ୍ତି। ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା ଝିଅ ମାନେ ପୁଣି ସ୍କୁଲକୁ ଫେରିବା ପାଇଁ ପାର୍ବତୀ ହେଉଛନ୍ତି ପ୍ରେରଣା। ପାର୍ବତୀ ୧୫ ବର୍ଷର ହୋଇଥିବା ବେଳେ ତାଂକର ଜଣେ ସିନିୟର ସାଂଗରେ ବିବାହ କରି ଘରୁ ଖସି ପଳାଇଥିଲେ। ଦୀର୍ଘ ୧୨ ବର୍ଷ କାଳ ଗୃହ ସହାୟିକାଭାବେ କାମ କରିବା ପରେ ଏବେ ପାର୍ବତୀ ବୁଝିଛନ୍ତି ପାଠର ମହତ୍ୱ। ପାର୍ବତୀଂକ ଦୁଇଟି ପୁଅ ଅଛନ୍ତି। ରେଶମ ୧୧ ଏବଂ ଅର୍ଜୁନ ୭। ପୁଅ ବୟସର ପିଲାଂକ ସହ ପାଠ ପଢି ପାର୍ବତୀ ଭାରି ଖୁସି ଆଉ ଉତ୍ସାହିତ ଅଛନ୍ତି।
Read More » -
ଫେମସ ୟୁଟ୍ୟୁବର ବବି କଟାରିଆକୁ ଧରାଇ ଦେଲେ ୨୫ ହଜାର ପୁରସ୍କାର
ଡେରାଡୁନ: ବାରମ୍ବାର ତଲବ ପରେ ଥାନା ଆସିଲେନି ୟୁଟ୍ୟୁବର ବବି କଟାରିଆ। ଶେଷରେ ବବି କଟାରିଆକୁ ଧରାଇ ଦେଲେ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ଡେରାଡୁନ…
Read More » -
କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବି ଆଜାଦ, ଜମ୍ମୁ କଶ୍ମୀରରେ ନିଜର ଏକ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ…
Read More » -
ନକଲି ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କଲା ୟୁଜିସି: ତାଲିକାରେ ଓଡ଼ିଶାର ଦୁଇ
ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଦେଶର…
Read More » -
ଟ୍ୟାବଲେଟ୍ ଷ୍ଟ୍ରିପ ଭଳି ବିବାହ ନିମନ୍ତ୍ରଣ କାର୍ଡ କରି ଚର୍ଚ୍ଚାରେ ଦମ୍ପତି
ଚେନ୍ନାଇ: ଆଜିକାଲି ଲୋକେ ବିବାହକୁ ଏକ ମଧୁର ସ୍ମୃତି ବନେଇବା ଉଦ୍ଦେଶ୍ୟରେ ଭିନ୍ନ ଶୈଳୀରେ ଆୟୋଜିତ କରୁଛନ୍ତି । କିଏ ଭିନ୍ନ ଢଙ୍ଗରେ ବିବାହ ନିମନ୍ତ୍ରଣ କାର୍ଡ…
Read More »