ଓଡ଼ିଶା
-
ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ିଆ
ଭୁବନେଶ୍ୱର: ଆଜି ପବିତ୍ର ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ଲାଗି ଶିବାଳୟରେ ଲାଗିଛି କାଉଡିଆଙ୍କ ଗହଳି । ପୁରୀର ପ୍ରସିଦ୍ଧ…
Read More » -
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭୋଳାନାଥଙ୍କୁ ଜଳଲାଗି କରିବେ କାଉଡିଆ ।
କଟକ: ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭୋଳାନାଥଙ୍କୁ ଜଳଲାଗି କରିବେ କାଉଡିଆ । କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିବେ କାଉଡ଼ିଆ।…
Read More » -
ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ପହଂଚିଲା ମୁମ୍ବାଇର ଏଟିଏସ୍ ଟିମ୍
ଭୁବନେଶ୍ଵର : ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଂଚିଲା ମୁମ୍ବାଇର ଏଟିଏସ୍ ଟିମ୍ । ୩ ଜଣିଆ…
Read More » -
୭ ଜିଲ୍ଲାରେ ଆଜି ପ୍ରବଳ ବର୍ଷା
ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ମୌସୁମୀ ନିମ୍ନଚାପରେଖା ବାଲେଶ୍ବର ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି ।…
Read More » -
ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଦୁଇ ରେଳ କର୍ମଚାରୀଙ୍କୁ CBIର ନୋଟିସ୍
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲା । ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ…
Read More » -
ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ
ସମ୍ୱଲପୁର : ପୁଣି ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ । ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ…
Read More » -
ଶାରଳା ମନ୍ଦିରକୁ ମୋବାଇଲ୍ ନେବା ମନା
ଭୁବନେଶ୍ୱର: ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି ।…
Read More » -
ଲୋକକଳା କଳାକାରଙ୍କ ପାରିଶ୍ରମିକ ବୃଦ୍ଧି
ଭୁବନେଶ୍ବର : ବିଭିନ୍ନ ଲୋକକଳା ଯଥା ଦାସକାଠିଆ, ପାଲା, ଘୋଡାନାଚ ତଥା ଲୋକନୃତ୍ୟ ଓ ଲୋକସଂଗୀତ ପାଇଁ ପାରିଶ୍ରମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ…
Read More » -
ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ : ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ବଂଶୋଦ୍ଭବ ନିଜ ପ୍ରାର୍ଥିତ୍ବ ଦାଖଲ କରିଛନ୍ତି।…
Read More » -
ରବିବାରଠୁ ରାଜ୍ୟରେ ବଢିବ ବର୍ଷା
ଭୁବନେଶ୍ୱର : ଶନିବାରଠୁ ରାଜ୍ୟରେ ବଢିବ ବର୍ଷା । ବିସ୍ତୃତ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ବର ଉପରେ…
Read More »