ଓଡ଼ିଶା
-
ବିଶ୍ୱର ୫୦ଟି ଶ୍ରେଷ୍ଠ ପ୍ରାକୃତିକ ପରିବେଶ ତାଲିକାରେ ସ୍ଥାନ ପାଇଲା ମୟୂରଭଞ୍ଜ
ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ମୟୂରଭଞ୍ଜ ଜିଲ୍ଲା । ଅନ୍ତର୍ଜାତୀୟ ଟାଇମ୍ ମାଗାଜିନରେ ଶ୍ରେଷ୍ଠ ସ୍ଥାନ- ୨୦୨୩ ତାଲିକାରେ ମୟୂରଭଞ୍ଜକୁ ସ୍ଥାନ ମିଳିଛି ।…
Read More » -
‘ଜ୍ୱିଗାଟୋ’ ଚଳଚ୍ଚିତ୍ରକୁ ଟାକ୍ସ ଫ୍ରି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ…
Read More » -
୫ ଜିଲ୍ଲାରେ କୂଳ ଖାଉଛି ସମୁଦ୍ର
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନାଁ ଶୁଣିଲେ ସମୁଦ୍ର କୂଳିଆ ଲୋକଙ୍କ ଛାତି ଥରେ । ଆଉ ଏବେ ରାଜ୍ୟର ଅନେକ ସ୍ଥାନରେ ସାତଭାୟା ସ୍ଥିତି ଉପୁଜୁଛି ।…
Read More » -
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତଙ୍କ ପାଇଁ ଖୋଲିଲା ଡିଜିଟାଲ୍ ରିଡିଂ ରୁମ୍
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଏଥିରେ…
Read More » -
ଡ୍ରାଇଭର ମହାସଂଘ ବନ୍ଦ ଆନ୍ଦୋଳନ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଅଖ କାଠ ପହଞ୍ଚିବାରେ ବିଳମ୍ବ
ଭୁବନେଶ୍ୱର: ସାରା ରାଜ୍ୟର ଡ୍ରାଇଭର ମହାସଂଘ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ଏବେ ପଡିଛି ବାବା ଲିଙ୍ଗରାଜଙ୍କ ରୁକୁଣା ଯାତ ଉପରେ । ବନ୍ଦ ଆନ୍ଦୋଳନ…
Read More » -
ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିରୋଧୀଙ୍କ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗର ଜବାବ ରଖି ନବୀନ କହିଛନ୍ତି, ଓଡ଼ିଶାରେ ଆଇନ୍ ଶୃଙ୍ଖଳା ସ୍ଥିତି ପାଇଁ ପୁଞ୍ଜିନିବେଶ ଆସୁଛି । ଯଦି ରାଜ୍ୟରେ…
Read More » -
ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: କାଲି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ, ୨୩ ତାରିଖ ନବୀନଙ୍କୁ ଭେଟିବେ
ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ…
Read More » -
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଲାଗିରହିଛି । ଆଜି ଅପରାହ୍ଣରେ କଟକ-ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…
Read More » -
ଯାଜପୁରରେ ଆକାଶରୁ ଖସିଲା ୧ କେଜିର ବିରାଟ କୁଆପଥର
ଧର୍ମଶାଳା: ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ…
Read More » -
ଖାଲି ପଡିଛି ୨ ଲକ୍ଷ ସରକାରୀ ପଦବୀ – ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷରୁ ଅଧିକ ସରକାରୀ ପଦବୀ ଫାଙ୍କା ପଡିଥିବା ଜାଣିବାକୁ ମିଳିଛି । ଏ ନେଇ ବିଧାନସଭା ଗୃହରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ…
Read More »