ଓଡ଼ିଶା
-
ରାଜ୍ୟର ୫ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଉଛି…
Read More » -
କଳାହାଣ୍ଡି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ
ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ଜଙ୍ଗଲରେ…
Read More » -
ଶିମିଳିପାଳ ଅଭୟାରଣ୍ୟ ନିଆଁ ବଢ଼ିବାରେ ଲାଗିଛି
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବଢ଼ିବାରେ ଲାଗିଛି। ଗୁରୁବାର ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନର ୬୦ଟି ପଏଣ୍ଟରେ ନିଆଁ ଜଳୁଥିବା ନେଇ ସାଟେଲାଇଟ ଚିତ୍ରରୁ…
Read More » -
ନବ ଦାସଙ୍କ ଝିଅ ଦୀପାଳି ସାଇବର ଠକେଇର ଶିକାର
ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଯାଇଥିବା ନେଇ ଦୀପାଳି…
Read More » -
ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା: ୩ ଜଣ ଗୁରୁତର
ଦାରିଙ୍ଗବାଡ଼ି: ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ (ଓଡି ୦୨ଆର-୩୬୭୭) ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି। ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର…
Read More » -
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ଶୁକ୍ରବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩,୨୧୮ଟି କେନ୍ଦ୍ରରେ ମୋଟ ୫ଲକ୍ଷ ୪୧ହଜାର ୨୪୭ ଛାତ୍ରଛାତ୍ରୀ ମାଟ୍ରିକ…
Read More » -
ରାଜସ୍ୱ ବିଭାଗରେ ୫୦୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ଵର: ଆସନ୍ତା ଏପ୍ରିଲ ମାସରୁ ୩୧୭ ତହସିଲରେ ଭର୍ଚୁଆଲ କୋର୍ଟ କାର୍ଯ୍ୟକାରୀ ହେବ। ଭିସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ ମାମଲାର ଫଇସଲା କରାଯିବ। ପରୀକ୍ଷାମୂଳକ ଭାବେ…
Read More » -
ଏପ୍ରିଲରୁ ରାଜ୍ୟର ୩୧୭ଟି ତହସିଲରେ ଆରମ୍ଭ ହେବ ଭର୍ଚୁଆଲ କୋର୍ଟ
ଭୁବନେଶ୍ୱର: ରାଜ୍ୟରେ ମାର୍ଚ୍ଚ ୨୦୨୩ ସୁଦ୍ଧା ଭର୍ଚୁଆଲ କୋର୍ଟ ଆରମ୍ଭ ହେବ ବୋଲି କୁହାଯାଉଥିବା ବେଳେ ଏପ୍ରିଲରୁ ଭର୍ଚୁଆଲ କୋର୍ଟ ଆରମ୍ଭ ହେବାକୁ ଯାଉଛି । ସୂଚନା…
Read More » -
କଟକରେ ସିଏମ୍ସି ବୈଠକ: ନିର୍ମାଣ ହେବ ୧୦ଟି କଲ୍ୟାଣ ମଣ୍ଡପ, ଖୋଳାଯିବ ପୋଖରୀ
କଟକ: କଟକ ସହରରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ, ଯାହାକି ୨ ମହଲା ବିଶିଷ୍ଟର ହେବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆରଆଣ୍ତବିକୁ…
Read More » -
ଆଜିଠୁ ମାଟ୍ରିକ ପରୀକ୍ଷା: ପରୀକ୍ଷା ସେଣ୍ଟର ଭିତରେ ବନ୍ଦ ରହିବ ଶିକ୍ଷକ ମାନଙ୍କ ଫୋନ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ। ପରୀକ୍ଷାକୁ ନେଇ ବ୍ୟପକ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ରପରୀକ୍ଷା ୮ଟାରୁ ଆରମ୍ଭ…
Read More »