ଓଡ଼ିଶା
-
ରାଜ୍ୟର ୧୫ଟି ସହରର ତାପମାତ୍ରା ୨୦ ଡିଗ୍ରି ତଳେ
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଗଲା ପରେ ଶୀତ ଆସିଛି। ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବା ସହ…
Read More » -
ବାଙ୍କୀରେ ଇଥାନଲ କମ୍ପାନୀ ନିର୍ମାଣକୁ ବିରୋଧ, ଘଟଣାସ୍ଥଳରେ ୧୪୪ ଧାରା
ବାଙ୍କୀ: ବାଙ୍କୀ ଥାନା ଵାଆଁରା ପଂଚାୟତର ନୁଆସାହି ଠାରେ ୨୬ ଏକର ପରିଧି ମଧ୍ୟରେ କଟକ ଏଗ୍ରିଭେଟ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପକ୍ଷରୁ ଇଥାନଲ କମ୍ପାନୀ ନିର୍ମାଣକୁ…
Read More » -
କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଗଣଧାରଣା
ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡ଼ା…
Read More » -
ବୁଡିଲା ବାଂଲାଦେଶୀ ମାଛଧରା ବୋଟ, ଡଙ୍ଗାରେ ଥିଲେ ୧୮ଜଣ ମତ୍ସ୍ୟଜୀବୀ
ପାରାଦୀପ: ଗଭୀର ସମୁଦ୍ରରେ ବୁଡିଲା ବାଂଲାଦେଶୀ ମାଛଧରା ବୋଟ। ଏହି ବୋଟରେ ୧୮ ଜଣ ମତ୍ସ୍ୟଜୀବି ଥିବା ବେଳେ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି…
Read More » -
ସୁନ୍ଦର ବିଶ୍ୱ ପାଇଁ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଶାନ୍ତିର କୌଣସି ବିକଳ୍ପ ନାହିଁ । ସବୁ ଯୁଗରେ ଶାନ୍ତିର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ଏକ ସୁନ୍ଦର ବିଶ୍ୱ ଗଢି ତୋଳିବାକୁ ଶାନ୍ତି…
Read More » -
ଡିସେମ୍ବର ୧ରୁ କୋଣାର୍କରେ ଇକୋ ରିଟ୍ରିଟ୍
ପୁରୀ : ଡିସେମ୍ବର ୧ରୁ କୋଣାର୍କରେ ୪ର୍ଥ ପାରିବେଶିକ ରହଣିସ୍ଥଳ (ଇକୋ ରିଟ୍ରିଟ୍) ଅନୁଷ୍ଠିତ ହେବ । ସେଠାରେ ୭୦ଟି ଆରାମଦାୟକ ଟେଣ୍ଟ ଆବାସ ବ୍ୟବସ୍ଥା କରାଯିବ।…
Read More » -
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଡବ୍ଲୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରଡବ୍ଲୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର…
Read More » -
ଆସନ୍ତା କାଲି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ: ସକାଳ ୮ରୁ ଦିନ ୧ଟା ପର୍ଯ୍ୟଟକଙ୍କୁ ମନା
ଭୁବନେଶ୍ୱର: ଶାନ୍ତିସ୍ତୂପ ଧଉଳିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୮ତାରିଖରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ, ସାଧୁ…
Read More » -
ରାଜ୍ୟରେ ଗଡିଲା ଭିଷ୍ଟାଡମ କୋଚ୍, ଆରମ୍ଭରୁ ଯାତ୍ରୀ ଅସନ୍ତୋଷ
କୋରାପୁଟ: କୋରାପୁଟ ଦେଇ ଯାଉଥିବା ବିଶାଖାପାଟଣା ଠାରୁ କିରୁଣ୍ଡଲ ଟ୍ରେନରେ ଲାଗିଲା ଭିଷ୍ଟାଡମ କୋଚ୍ । ଭାରତରେ ପ୍ରଥମ ଥର ଏହି ଭିଷ୍ଟାଡମ କୋଚ୍ ସେବା ଆରମ୍ଭ…
Read More » -
ଆସନ୍ତା କାଲି ଭୁବନେଶ୍ୱରେ ହେବ ନିଯୁକ୍ତି ମେଳା, ଆଂଶିକ ଭିନ୍ନକ୍ଷମ ଭାଗ ନେଇ ପାରିବେ
ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ…
Read More »