ଓଡ଼ିଶା
-
ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିୟନଶିପ୍ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ
ଭୁବନେଶ୍ୱର: ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ୍ ବିଶ୍ୱ ଚାମ୍ପିୟନଶିପ୍ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବୁଧବାର ଅନୁଷ୍ଠିତ ମ୍ୟାଚରେ…
Read More » -
ବାଲିଯାତ୍ରାରେ ହେବ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ
କଟକ: ବାଲିଯାତ୍ରାକୁ ଚଳିତବର୍ଷ ଏକ ଭିନ୍ନ ଢଙ୍ଗରେ, ଭିନ୍ନ ରୂପରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଲେଜର ଲାଇଟ ସୋ ବ୍ୟବସ୍ଥା କରାଯାଇଛି। ଲେଜର…
Read More » -
ନଭେମ୍ବର ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ…
Read More » -
ରାସ୍ତାରେ ଆଣ୍ଠେଇ ମାଡ ମାରିବା ଅଭିଯୋଗ: ଅଭିଯୁକ୍ତଙ୍କ ଜାମିନ ଖାରଜ, ଜେଲରେ ରହିବେ ମନ୍ତ୍ରୀଙ୍କ ପୁତୁରା ଭିଙ୍କି
ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ଭିଙ୍କିଙ୍କୁ ମିଳିଲା ନାହିଁ ଜାମିନ । ଅଭିଯୁକ୍ତ ଅମରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଜାମିନ ଖାରଜ । ଖାରଜ କଲେ ଜେଏମଏଫସି…
Read More » -
ଫିକି ଇଣ୍ଡିଆର ପ୍ରଥମ ଓଡ଼ିଆ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା
ଭୁବନେଶ୍ୱର: ଇମ୍ଫା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଥିବା ତଥା ଫିକିର ଉପସଭାପତି ଥିବା ଶୁଭ୍ରକାନ୍ତ ପଣ୍ଡା ଫିକିର ସଭାପତି ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଫିକି ଇଣ୍ଡିଆର…
Read More » -
ପଞ୍ଚୁକରେ ଧବଳେଶ୍ୱରଙ୍କ ଭର୍ଚୁଆଲ୍ ଅନଲାଇନ୍ ଦର୍ଶନ, ମେଳା ବାତିଲ୍
କଟକ: ପଞ୍ଚୁକରେ ଭର୍ଚୁଆଲ୍ ମୋଡ୍ ରେ ଦର୍ଶନ ଦେବେ ପ୍ରଭୁ ଧବଳେଶ୍ୱର । ଧବଳେଶ୍ୱର ମେଳା ବାତିଲ୍ ହେବା ପରେ ଦର୍ଶନ ପାଇଁ ମନଊଣା କରିଥିଲେ ଶ୍ରଦ୍ଧାଳୁ…
Read More » -
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ନିଷ୍ପତ୍ତି: ପ୍ରତି ବୁଧବାର ସମ୍ବଲପୁରରେ ସରକାରୀ ଅଫିସ ବନ୍ଦ
ସମ୍ବଲପୁର: ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଛନ୍ତି। ହେଲେ…
Read More » -
ବାଲିଷ୍ଟିକ କ୍ଷେପଣାସ୍ତ୍ର ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ
ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ପ୍ରତିରକ୍ଷା ବାଲିଷ୍ଟିକ କ୍ଷେପଣାସ୍ତ୍ର (ବିଏମଡି) ଇଣ୍ଟରସେପ୍ଟର ପର୍ଯ୍ୟାୟ-୨ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ବୁଧବାର…
Read More » -
ସ୍କୁଲ ପିଲାଙ୍କ ଓଡ଼ିଶୀ ନୃତ୍ୟ ଦେଖି ଆତ୍ମବିଭୋର ହେଲା ନିଉଜିଲାଣ୍ଡ ହକି ଟିମ
ଭୁବନେଶ୍ବର: ଆଜି ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ନିଉଜିଲାଣ୍ଡ ହକି ଟିମ ଆସି ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା…
Read More » -
ନିମ୍ନମାନର ଖାଦ୍ୟ ଯୋଗୁ ବ୍ରହ୍ମପୁରର ଅନେକ ହୋଟେଲ୍ରେ ଚଢ଼ଉ
ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଫାଷ୍ଟ ଫୁଡ ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ପାଇଁ କେବଳ ଓଡ଼ିଶା ନୁହଁ, ବରଂ ଓଡ଼ିଶା ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ…
Read More »