ଓଡ଼ିଶା
-
ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ, ଶ୍ରୀ ରାଧା ପାଦ ଦର୍ଶନ ପାଇଁ ଲମ୍ବା ଧାଡ଼ି
ସାକ୍ଷୀଗୋପାଳ: ୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି…
Read More » -
କୋର୍ଟରେ ଶାଶୂଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ
କଟକ: କୋର୍ଟଙ୍କ ତାଗିଦ୍ ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘରର ଚାବିକୁ ଫେରାଇଛନ୍ତି । ବର୍ଷା କଟକ ଏସଡିଜେଏମ୍ କୋର୍ଟରେ ଶାଶୂଘର ଚାବିକୁ ଦାଖଲ କରିଥିବା…
Read More » -
ଅର୍ଚ୍ଚନାଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି
ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲିଂ ଓ ବ୍ଲାକମନି । କାହାଠୁ କୋଟି କୋଟି ଟଙ୍କା ଆଣିଛନ୍ତି ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ? ମାତ୍ର ୫ ବର୍ଷରେ କେମିତି ହେଲେ…
Read More » -
ଗୁରୁବାର ଧାମନଗର ଉପନିର୍ବାଚନ: ସକାଳ ୭ଟାରୁ ୨୫୨ଟି ବୁଥରେ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାନ କରିବେ
ଭଦ୍ରକ: ରାତି ପାହିଲେ ଭୋଟ୍ ଦେବେ ଧାମନଗରବାସୀ । ବାଛିବେ ସେମାନଙ୍କ ମନପସନ୍ଦର ନେତା । କଡ଼ା ସୁରକ୍ଷା ବଳୟ ଭିତରେ ଗୁରୁବାର ଧାମନଗର ଉପନିର୍ବାଚନ ପାଇଁ ମତ…
Read More » -
କାର୍ତ୍ତିକ ପୂର୍ଣ୍ଣିମାରେ ମିଳିବନି ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ
ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ…
Read More » -
ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ୪ଟି ଜାଗାରେ ଆୟକର ବିଭାଗ ଚଢ଼ଉ
ବଡ଼ବିଲ: ଖଣି ମାଲିକ ତାରିଣୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢ଼ଉ କରିଛି। ଯୋଡ଼ାରେ ଆଜି ଏକକାଳୀନ ୪ଟି ଜାଗାରେ ଆୟକର ବିଭାଗ ପକ୍ଷରୁ…
Read More » -
କଟକରେ ଠକ ଡାକ୍ତରଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ
କଟକ: ମହାନଦୀ ବିହାରରୁ ଠକ ଡାକ୍ତର ସତ୍ୟରଞ୍ଜନ ସାମଲକୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଗିରଫ ଡାକ୍ତର ସତ୍ୟରଞ୍ଜନ ନାଁରେ ପୂର୍ବରୁ ଅନେକ ମାମଲା ରହିଛି।…
Read More » -
ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ
କଟକ: କଟକ ବାଲିଯାତ୍ରା ପାଇଁ ମଙ୍ଗଳବାରଠାରୁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ ହୋଇଛି। ଯେଉଁ ପ୍ଲଟ ଗୁଡିକ ନିଲାମୀ ପରେ ବିଳି ପଡିଥିଲା ଆଜିଠାରୁ ସେହି…
Read More » -
ଛତିଶା ନିଯୋଗ ବୈଠକରେ ଚନ୍ଦ୍ରଗ୍ରହଣ ପାଇଁ ପରିବର୍ତ୍ତନ ହେଲା ଶ୍ରୀମନ୍ଦିର ନୀତିନର୍ଘଣ୍ଟ
ପୁରୀ: ଆସନ୍ତା ନଭେମ୍ୱର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟରେ ପରିବର୍ତ୍ତନ ହୋଇଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ…
Read More » -
ପାରାଦୀପରେ ସମୁଦ୍ରକୂଳରେ ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ମନା
ପାରାଦୀପ: ସମୁଦ୍ରକୂଳରେ ମାଛ ଧରିବା ମନା। ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା। ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ,…
Read More »