କ୍ରୀଡ଼ା
-
କ୍ୟାରିଅରର ଶେଷ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରେ ହାରିଲେ ସାନିଆ
ଦୁବାଇ: ଭାରତର ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟର ପ୍ରଥମ ରାଉଣ୍ଡରେ ହାରି ଯାଇଛନ୍ତି । ଏଥିସହ ତାଙ୍କ କ୍ୟାରିୟରର ସମାପ୍ତି…
Read More » -
ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଡେଭିଡ୍ ୱାର୍ଣ୍ଣର
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଲଗାତର ଦୁଇଥରେ ପରାସ୍ତ ହେବା ପରେ ଏବେ ଟିମ୍କୁ ଆହତ ସମସ୍ୟା ଅଡ଼ୁଆରେ ପକାଇଛି। ଟିମ୍ରେ ଗୋଟିଏ ପରେ…
Read More » -
୩୦୦୦ ରନ କ୍ଲବରେ ସାମିଲ ହେଲେ ହରମନପ୍ରୀତ କୌର
ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଭାରତର ହରମନପ୍ରୀତ କୌର ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଓଭରାଲ ୪ର୍ଥ ଖେଳାଳି ଭାବେ ୩୦୦୦ ରନ…
Read More » -
ଆଇସିସି ରାଙ୍କିଙ୍ଗର ତିନୋଟି ଯାକ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ୍ ହେଲା ଭାରତ
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାଜିତ କରିଛି। ଏହାପରେ ଦଳ ଆଇସିସି ର଼୍ୟାଙ୍କିଙ୍ଗର…
Read More » -
ଚଳିତ ଆଇପିଏଲ ସିଜିନରେ ସନ୍ୟାସ ନେବେ ଧୋନୀ!
ନୂଆଦିଲ୍ଲୀ: ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୧୬ତମ ସିଜିନର ଶୁଡ୍ୟୁଲ ଜାରି ହୋଇସାରିଛି । ଏହି ସିଜିନର ପ୍ରଥମ ମ୍ୟାଚ ଆସନ୍ତା ମାର୍ଚ୍ଚ ୩୧…
Read More » -
ଆହତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ପ୍ରସିଦ୍ଧ କୃଷ୍ଣା
ମୁମ୍ବାଇ: ଆଇପିଏଲର ଆଗାମୀ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ ଝଟକା ଲାଗିଛି । ଦଳର ମୁଖ୍ୟ…
Read More » -
ଶିବ ସୁନ୍ଦର ଦାସ ହୋଇପାରନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା
ଷ୍ଟିଙ୍ଗ୍ ଅପରେସନ୍ ବିବାଦ ପରେ ପୂର୍ବତନ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ତଥା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।…
Read More » -
ବିଶ୍ୱ ରେକର୍ଡ କଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ନୂଆଦିଲ୍ଲୀରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିଶ୍ୱ ରେକର୍ଡ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଉସମାନ ଖ୍ବାଜାଙ୍କ ଉଇକେଟ ନେବା…
Read More » -
ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ପାଖକୁ ଚେତନ…
Read More » -
କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ଅଭିଯୋଗରେ ସପନା ଗିଲ ଗିରଫ
ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗରେ ପୋଲିସ ଅଭିଯୁକ୍ତ ସପନା ଗିଲ ଗିରଫ ହୋଇଛନ୍ତି। ଗୁରୁବାର ଓଶିୱାଡା ପୋଲିସ ତାଙ୍କୁ ଗିରଫ…
Read More »