ବିଜ୍ଞାନ
-
ଗୁଗୁଲ୍ ଲଞ୍ଚ କଲା Passkeys
ସାନ ଫ୍ରାନ୍ସିସ୍କୋ: ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସବୁବେଳେ କିଛି ନା କିଛି ନୂଆ ପ୍ରୟାସ କରିଥାଏ ଗୁଗୁଲ୍। ଏଥର ମଧ୍ୟ ଉନ୍ନତମାନର ସୁରକ୍ଷା…
Read More » -
ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡର ତିନି ଜଣ ପ୍ରଫେସର
ଡେରାଡୁନ: ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଉତ୍ତରାଖଣ୍ଡ ହେମବତୀ ନନ୍ଦନ…
Read More » -
ନାସାର ଡାର୍ଟ ମିଶନ୍ ସଫଳ: ମହାକାଶରେ ସଫଳତାର ସହ ଗ୍ରହାଣୁର ସ୍ଥାନ ପରିବର୍ତ୍ତନ କଲା ନାସା
ୱାଶିଂଟନ: ଆମେରିକା ସ୍ପେସ୍ ଏଜେନ୍ସି ନାସାର ଡାର୍ଟ ମିଶନ୍ ସଫଳ। ପ୍ରଥମ କରି ମହାକାଶରେ କୌଣସି ଗ୍ରହର ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ହେଲା ସଂସ୍ଥାନ ।…
Read More » -
ମାଆ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ଚିହ୍ନଟ କଲେ ବୈଜ୍ଞାନିକ
ଅତ୍ୟଧିକ ପ୍ଲାଷ୍ଟିକ୍ର ବ୍ୟବହାର ମାନବ ସମାଜ ପାଇଁ କାଳ ହେବାକୁ ବସିଛି। ମାଇକ୍ରୋପ୍ଲାଷ୍ଟିକର୍ ପରିମାଣ ଆଜି ଏତେ ବଢ଼ିଯାଇଛି ଯେ ମାଆ କ୍ଷୀରରୁ ବି ମାଇକ୍ରୋ ପ୍ଲାଷ୍ଟିକ୍…
Read More » -
ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ସୋଡିୟମର ଅନୁସନ୍ଧାନ କଲା ISRO
ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ମିଳିଲା ବଡ଼ ସଫଳତା । ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣରେ ସୋଡିୟମ୍ ଥିବା ଜାଣିବାକୁ ପାଇଛି ସଂସ୍ଥା। ଏହାର ଚନ୍ଦ୍ରଯାନ-୨ କକ୍ଷପଥର…
Read More » -
ସତର୍କ କରାଇଲା ଫେସ୍ବୁକ୍ ! ୧୦ଲକ୍ଷ ୟୁଜର୍ସଙ୍କ ପର୍ସନାଲ ଡାଟା ବିପଦରେ
ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କୁ ସତର୍କ କରାଇଲା ଫେସ୍ବୁକ୍। ବ୍ୟକ୍ତିଗତ ଡାଟା ଚୋରି ନେଇ 10 ଲକ୍ଷ ବ୍ୟବହାରକାରୀଙ୍କୁ ସତର୍କ କରାଇଛି କମ୍ପାନୀ। ଫେସ୍ବୁକ୍ ମାଲିକାନା ମେଟା ପ୍ଲାଟଫର୍ମ…
Read More » -
ଟ୍ୱିଟରରେ ଏଣିକି ଗୋଟିଏ ପୋଷ୍ଟରେ ଅପଲୋଡ୍ କରିପାରିବେ ଫଟୋ-ଭିଡିଓ-GIF
ସାନ ଫ୍ରାନ୍ସିସ୍କୋ: ୟୁଜର୍ସଙ୍କ ପାଇଁ ଆଉ ଏକ ଆକର୍ଷଣୀୟ ଫିଚର୍ସ ଆଣିବାକୁ ଯାଉଛି ଟ୍ୱିଟର। ନୂତନ ଫିଚର୍ସ ଅନୁସାରେ ଏଣିକି ଗୋଟିଏ ଟ୍ବିଟରରେ ଜିଆଇଏଫ (gifs), ଫଟୋ,…
Read More » -
ଆହତ ଅଜଗର ସାପର ହେଲା ସିଟି ସ୍କାନ୍
ଭୁବନେଶ୍ୱର: ନିଶ୍ଚେତକ ଦିଆଯାଇ ସିଟି ସ୍କାନ୍ ହୋଇଥାଏ । କିନ୍ତୁ ଆହତ ଅଜଗରକୁ ଆନେସ୍ଥସିଆ ନଦେଇ ଦେଢ଼ଘଣ୍ଟା କାଳ ସିଟି ସ୍କାନ୍ କରାଯାଇଛି । ଓୟୁଏଟି ଭେଟରିନାରୀ…
Read More » -
ମଣିଷ ବୋହିବ ଡ୍ରୋନ ବରୁଣ, ଶକ୍ତିଶାଳୀ ହେବ ଭାରତୀୟ ନୌସେନା
ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ମଣିଷ ବୁହା ଡ୍ରୋନ ଦ୍ବାରା ସଶକ୍ତ ହେବ ନୌସେନା । ମଣିଷକୁ ନେଇ ଉଡିବ ଡ୍ରୋନ । ଦେଶର ପ୍ରଥମ…
Read More » -
ଚଳିତ ବର୍ଷ ରସାୟନ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ
ଷ୍ଟକହୋମ: ଚଳିତ ବର୍ଷର ନୋବେଲ୍ ବିଜେତା ରସାୟନ ବିଜ୍ଞାନୀଙ୍କ ନାମ ଘୋଷଣା । ଫିଜିକ୍ସ ପରି ଏଥର ମଧ୍ୟ କେମିଷ୍ଟ୍ରିରେ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର…
Read More »