ବିଦେଶ
-
ଇସ୍ରାଏଲ ସେନା ଏବେ ଗାଜା ଉପରେ ବିଶ୍ୱର ପ୍ରଥମ ଏଆଇ ଆକ୍ରମଣ କରିବାକୁ ଯାଉଛନ୍ତି
ଇସ୍ରାଏଲ ସେନା ଏବେ ଗାଜା ଉପରେ ବିଶ୍ୱର ପ୍ରଥମ ଏଆଇ ଆକ୍ରମଣ କରିବାକୁ ଯାଉଛନ୍ତି । ଏହି ଏଆଇ ଆକ୍ରମଣ ଦ୍ୱାରା ଇସ୍ରାଏଲ ସେନା ଏକ ସଙ୍ଗେ…
Read More » -
ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ୭.୫ ମ୍ୟାଗ୍ନିଚ୍ୟୁଡ ର ଭୂକମ୍ପ ଅନୁଭୂତ
ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ…
Read More » -
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ : ୨୦୨୪ରେ ହେବ ପୁତିନଙ୍କ ହତ୍ୟା
୨୦୨୪ ବର୍ଷରେ ହେବାକୁ ଥିବା କିଛି ଘଟଣାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା ।୨୦୨୪ ପାଇଁ ଭେଙ୍ଗା ବାବା…
Read More » -
ପିଟିଆଇର ଅଧ୍ୟକ୍ଷ ହେଲେ ବାରିଷ୍ଟର ଗୋହର ଅଲ୍ଲୀ ଖାନ
ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଅଦଳବଦଳ ଦେଖିବାକୁ ମିଳିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ରାଜନୈତିକ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ…
Read More » -
ପୁଣିଥରେ ଆରମ୍ଭ ହେଲା ଇସ୍ରାଏଲ୍ ଓ ହମାସ୍ ଯୁଦ୍ଧ
ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରାମ ଚୁକ୍ତି ଶେଷ ହେବା ସହିତ ପୁଣିଥରେ ଆରମ୍ଭ ହୋଇଛି ଯୁଦ୍ଧ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇସ୍ରାଏଲ୍ ସେନା ଏହା…
Read More » -
ଆଉ ଦୁଇ ଦିନ ବଢ଼ିଲା ଇସ୍ରାଏଲ – ହମାସ ଯୁଦ୍ଧ ବିରାମ
ଆଉ ଦୁଇ ଦିନ ବଢ଼ିଲା ଇସ୍ରାଏଲ – ହମାସ ଯୁଦ୍ଧ ବିରାମ। ପୂର୍ବ ଚୁକ୍ତି ଅନୁସାରେ ଗତକାଲି ଶେଷ ହେଉଥିଲା ୪ ଦିନିଆ ଯୁଦ୍ଧ ବିରାମ। ଆଉ…
Read More » -
ଚୀନରେ ନୂଆ ପ୍ରକାରର ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି।
ଚୀନରେ ନୂଆ ପ୍ରକାରର ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅକ୍ଟୋବର ମଧ୍ୟ ଭାଗରୁ ଉତ୍ତର ଚୀନରେ ଏହି ନିମୋନିଆ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଆତଙ୍କ…
Read More » -
ସାମୟିକ ଅସ୍ତ୍ରବିରତି : ପର୍ଯ୍ୟାୟକ୍ରମେ ମୁକ୍ତ ହେବେ ପଣବନ୍ଦୀ
ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ସାମୟିକ ଭାବେ ବନ୍ଦ କରିବା ଲାଗି ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ଚୁଡାନ୍ତ ହୋଇଛି। ବୁଧବାର…
Read More » -
ଇଣ୍ଡୋନେସିଆର ହଲ୍ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍କା
ଇଣ୍ଡୋନେସିଆର ହଲ୍ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ…
Read More » -
ଇସ୍ରାଏଲ- ହମାସର ଯୁଦ୍ଧ ମଧ୍ୟରେ ଲସ୍କର-ଏ-ତୋଏବାକୁ ବ୍ୟାନ କରିଲା ଇସ୍ରାଏଲ
ଇସ୍ରାଏଲ- ହମାସର ଯୁଦ୍ଧ ମଧ୍ୟରେ ଲସ୍କର-ଏ-ତୋଏବାକୁ ବର୍ତ୍ତମାନ ଇସ୍ରାଏଲ ବ୍ୟାନ କରିବା ଖବର ସାମ୍ନାକୁ ଆସିଛି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନକୁ ଲସ୍କର ବ୍ୟାନ କରାଯିବା ଜଣାପଡିଛି…
Read More »