ଆଫଗାନିସ୍ତାନରେ ୫.୧ ତୀବ୍ରତାର ଭୂମିକମ୍ପ

ଜାପାନରେ ହୋଇଥିବା ବଡ଼ ଧରଣର ଭୂମିକମ୍ପ ପରେ ସାରା ବିଶ୍ୱରୁ ଏଭଳି ଖବର ଆସୁଛି। ଆର୍ଜେଣ୍ଟିନା ପରେ ଜାନୁଆରୀ ୩ ବୁଧବାରରେ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଦ୍ବିପ୍ରହର ପ୍ରାୟ ୧ଟା ୫୪ ମିନିଟ ସମୟରେ ବାଦଖଶାନ ପ୍ରଦେଶରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ।

Related Articles

Back to top button