ବିଦେଶ
-
ସାଧାରଣ ଜନତାଙ୍କ ଉପରେ ବୋମା ଫିଙ୍ଗିଲା ମିଆଁମାର ସେନା, ୧୦୦ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ଉପରେ ମିଆଁମାର ସେନା ଜୁନ୍ତାର ଅତ୍ୟାଚାର ଥମିବାର ନାଁ ନେଉ ନାହିଁ। ଯେଉଁ ଲୋକମାନେ ଦେଶରେ ସୈନ୍ୟ ଶାସନକୁ ବିରୋଧ କରୁଛନ୍ତି ସେମାନଙ୍କୁ…
Read More » -
‘ଟେକ୍ ଇଟ୍ ଡାଉନ୍’ ଟୁଲ୍ ଲଞ୍ଚ କଲା ମେଟା: ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମରେ ନ୍ୟୁଡ୍ କଣ୍ଟେଣ୍ଟ ଶେୟାର ହୋଇପାରିବନି
ନୂଆଦିଲ୍ଲୀ: ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏବେ ‘ଟେକ୍ ଇଟ୍ ଡାଉନ୍’ ଟୁଲ୍ ଲଞ୍ଚ କରିଛି। ଏହି ଟୁଲ୍ ସାହାଯ୍ୟରେ ଫେସ୍ବୁକ କିମ୍ବା ଇନଷ୍ଟାଗ୍ରାମ୍ ଭଳି…
Read More » -
ରୁଷର ବିପଦପୂର୍ଣ୍ଣ ଆଗ୍ନେୟଗିରିରୁ ଲାଭା ଉଦଗୀରଣ
ମସ୍କୋ: ରୁଷର ସବୁଠାରୁ ବିପଦପୂର୍ଣ୍ଣ ଆଗ୍ନେୟଗିରି ଶିବଲୁଚରୁ ଲାଭା ଉଦଗୀରଣ ହେବା ଆରମ୍ଭ ହୋଇଛି । ୧୦ କିଲୋମିଟର ପର୍ଯ୍ୟନ୍ତ ଲାଭା ଏବଂ ଧୂଆଁ ବ୍ୟାପି ସାରିଛି…
Read More » -
୨୦ ଏପ୍ରିଲରେ ହାଇବ୍ରିଡ୍ ସୂର୍ଯ୍ୟପରାଗ: ଗୋଟିଏ ଦିନରେ ଦେଖାଯିବ ୩ ସୂର୍ଯ୍ୟପରାଗ
ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିର୍ବିଜ୍ଞାନ ଘଟଣା । ଏହା ସହିତ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ…
Read More » -
ବିବିସିକୁ ସରକାରୀ ଟଙ୍କାରେ ଚଳୁଥିବା ମିଡିଆ ବୋଲି ଦର୍ଶାଇଲା ଟ୍ୱିଟର
ନୂଆଦିଲ୍ଲୀ: ଟ୍ୱିଟର ନିଜ ପଲିସି ଦ୍ୱାରା ବିବିସିକୁ ସରକାରୀ ମିଡିଆ କହି ସୁନେଲି ରଙ୍ଗର ଟିକ୍ ଦେଇଛନ୍ତି । ୨୨ ଲକ୍ଷ ଫଲୋର୍ସ ବିଶିଷ୍ଟ ବିବିସି, ଟ୍ୱିଟର…
Read More » -
ପିଲା ଜନ୍ମ କରିବାକୁ ଚାହୁଁ ନାହାନ୍ତି ଜାପାନ ବାସୀ: ଦ୍ରୁତ ଗତିରେ ହ୍ରାସ ପାଉଛି ଜନସଂଖ୍ୟା
ନୂଆଦିଲ୍ଲୀ: ଜାପାନ ସହରର ଲୋକମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଜ୍ଞାନକୌଶଳରେ ମଧ୍ୟ ଦେଶ ଖୁବ ଆଗରେ ରହିଛି । କିନ୍ତୁ ବର୍ତ୍ତମାନ ଏହି ଦେଶକୁ ବୁଢା…
Read More » -
ଲମ୍ବା ଦାଢ଼ି ରଖି ବିଶ୍ୱ ରେକର୍ଡ଼ କଲେ ମହିଳା
ନ୍ୟୁୟର୍କ: ଆଜିକାଲି ଦାଢି ରଖିବା ଯୁବକମାନଙ୍କର ଏକ ଫ୍ୟାଶନ ହୋଇଯାଇଛି । କେହି କେହି ଲମ୍ବା ଦାଢ଼ି ରଖିବାକୁ ପସନ୍ଦ କରୁଥିବା ଆଉ କିଏ ଛୋଟ ଛୋଟ…
Read More » -
ତାଇୱାନ ସୀମାରେ ସମରାଭ୍ୟାସ କଲା ଚୀନ
ବେଜିଂ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ ପରୋକ୍ଷରେ ତାଇୱାନକୁ ଘେରିବାକୁ ଚେଷ୍ଟା କରୁଛି ଚୀନ। ଏଥିପାଇଁ ତାଇୱାନ ସୀମାରେ ସେନା ଅଭ୍ୟାସ୍ କରିବାକୁ ଚୀନ ଘୋଷଣା କରିଛି।…
Read More » -
ହାତରେ ହାତକଡ଼ି ପକାଇ ପାଣିରେ ୧୧ କିମି ପହଁରି ବିଶ୍ୱ ରେକର୍ଡ କଲେ ଇଜିପ୍ଟର ଯୁବକ
ଇଜିପ୍ଟ: ବିଶ୍ୱ ରେକର୍ଡ଼ ହାସଲ ପାଇଁ ଲୋକଙ୍କର ଅନେକ କାରନାମା କରିବାରେ ଥାଏ ପ୍ରବଳ ଝୁଙ୍କ୍ । ଏମିତି ହାତରେ ହାତକଡ଼ି ପକାଇ ପାଣିରେ ପହଁରିବା ଓ…
Read More » -
ଗାଜାର ଲେବନନ ଉପରେ ଭୟଙ୍କର ଏୟାର୍ ଷ୍ଟ୍ରାଇକ୍ କଲା ଇସ୍ରାଏଲ
ଜେରୁସେଲମ: ଗାଜାପଟ୍ଟି ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ଶୁକ୍ରବାର ଭୋର ସମୟରେ ଗାଜାର ଲେବନନରେ ଇସ୍ରାଏଲ ଆକାଶ ମାର୍ଗରୁ ଅକ୍ରମଣ କରିଛି। ଏହା ପୂର୍ବରୁ…
Read More »