ମା’ ହେବେ ଆଲିଆ

ମୁମ୍ୱାଇ : ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଯାଉଛନ୍ତି ରଣବୀର କପ୍ପୁର ଓ ଆଲିଆ ଭଟ୍ଟ । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ ।

ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଛି । ଆଲିଆ ଭଟ୍ଟ ଏକ ସୁନ୍ଦର ଛବି ସହିତ ଘୋଷଣା କରିଛନ୍ତି ଯେ ତାଙ୍କ ଶିଶୁ ଶୀଘ୍ର ଦୁନିଆକୁ ଦେଖିବାକୁ ଯାଉଛି । ଏହି ଚିତ୍ରରେ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ଡାକ୍ତରଖାନାରେ ନଜର ଆସିଛନ୍ତି । ଉଭୟ ସେମାନଙ୍କର ଆଗାମୀ ଶିଶୁର ଝଲକ ଦେଖାଇଛନ୍ତି ।

ଏହି ସମୟରେ ଆଲିଆଙ୍କ ମୁହଁରେ ଅଧିକ ହସ ଦେଖାଯାଉଛି । ଏହା ସହିତ, ଆଲିଆ ଦ୍ୱିତୀୟ ଚିତ୍ରରେ ସିଂହ-ସିଂହୀ ଏବଂ ତାଙ୍କ ପିଲାଙ୍କ ଅତି ସୁନ୍ଦର ଚିତ୍ର ସେୟାର କରିଛନ୍ତି । ଏହି ଛବିଗୁଡ଼ିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ଆମ ଶିଶୁ ଶୀଘ୍ର ଆସିବ

Related Articles

Back to top button