ଆଲିଆ ଭଟ୍ଟ ଓ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଟ ଅଭିନେତ୍ରୀ ଓ ଅଭିନେତା ପୁରସ୍କାର

ମଙ୍ଗଳବାର ଦିନ ଦିଲ୍ଲୀରେ ୬୯ ତମ ନ୍ୟାସନାଲ ସନେମା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି । ପୁଷ୍ପା ସିନେମା ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ରକେଟ୍ରି ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଗଙ୍ଗୁବାଇ କାଠିଆୱାଡୀ ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ଚଳଚିତ୍ର ପାଇଁ କୃତି ସେନନଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

Related Articles

Back to top button