ରାଜ ବବ୍ବରଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ, ପରେ ମିଳିଲା ଜାମିନ

୨୬ବର୍ଷ ପୁରୁଣା ମାମଲା ପାଇଁ ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍ବରଙ୍କୁ ମିଳିଲା ଜେଲ ଦଣ୍ଡ। ୨୬ବର୍ଷ ତଳେ କରିଥିବା ଅପରାଧ ପାଇଁ ତାଙ୍କୁ ଏବେ ଜେଲ ଦଣ୍ଡ ମିଳିଛି। ୮୫୦୦ ଟଙ୍କା ଜରିମାନା ସହିତ ଜନପ୍ରତିନିଧିଙ୍କ ମାମଲାର ବିଚାର ଲାଗି ଗଠିତ ସ୍ବତନ୍ତ୍ର କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଜେଲ ଦଣ୍ଡ ମିଳିବାର କିଛି ସମୟ ପରେ ଦୁଇଟି ୨୦,୦୦୦ ଟଙ୍କାର ସିୟୋରିଟି ଏବଂ ବ୍ୟକ୍ତିଗତ ମୁୁଚଲିକା ସହ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଜଣାପଡ଼ିିଛି।

Related Articles

Back to top button