ନୂଆ ଓଡ଼ିଆ ଫିଲ୍ମରେ ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ସବ୍ୟସାଚୀ ମିଶ୍ରଙ୍କ ନୂଆ ଗେଟ୍‌ଅପ

ଭୁବନେଶ୍ୱର: ବେଳାଭୂମିର କୋଳରେ ଠିଆ ହୋଇଛି ଭଙ୍ଗା ଦଦରା ଟିଣ ଛପର ଘରଟିଏ। ଆଉ ତା’ରି ଛାଇ ତଳେ ନିଘୋଡ଼ ନିଦରେ ଶୋଇଛନ୍ତି ଜଣେ ଯୁବକ। ସେ କୌଣସି ପାଗଳ ନୁହଁନ୍ତି, ସେ ହେଉଛନ୍ତି ପାଗଳ ପ୍ରେମୀ…। ଓଲିଉଡ୍‌ର ଚକ୍‌ଲେଟ୍‌ ବୟ ସବ୍ୟସାଚୀ ମିଶ୍ର। ନିର୍ମାଣ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମରେ ସେ ଏହି ଗେଟ୍‌ଅପରେ ଆସୁଛନ୍ତି। ସବ୍ୟ ନିଜେ ଏନେଇ ଟ୍ୱିଟରରେ ସେୟାର କରିଛନ୍ତି।

https://twitter.com/sabyaactor/status/1541863854241628163/

ଓଡ଼ିଶାର ଲୋକପ୍ରିୟ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ପୁସ୍ତକ “ନାଦ ବିନ୍ଦୁ” ଉପନ୍ୟାସକୁ ନେଇ ଓଡ଼ିଆ ଫିଲ୍ମ ତିଆରି ହେଉଛି। ଫିଲ୍ମର ନାଁ ରହିଛି “ପୁସ୍କରା”। ଏଥିରେ “ନୀଲକଣ୍ଠ” ଚରିତ୍ରରେ ଅଭିନୟ କରୁଛନ୍ତି ସବ୍ୟ। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର

Related Articles

Back to top button