ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମାନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ପାଇଁ ବି ଗୁରୁତ୍ୱ ରଖେ ।

Related Articles

Back to top button