ଦିଲ୍ଲୀରେ ୭କିମି ଲମ୍ବା ଟ୍ରାଫିକ: ହଜାର ହଜାର ଗାଡି ଫସି ରହିଲେ

ନୂଆଦିଲ୍ଲୀ: ଦିଲ୍ଲୀ-ଜୟପୁର ହାଇଓ୍ବେରେ ଦେଖିବାକୁ ମିଳିଛି ସାଙ୍ଘାତିକ ଟ୍ରାଫିକ । ପ୍ରାୟ ୭ ରୁ ୮ କି.ମି ଧରି ଫସି ରହିଥିଲେ ହଜାର ହଜାର  ଗାଡି । ଗୋଟିଏ ପାର୍ଶ୍ବରେ ଗାଡି ଚଳାଚଳ କରୁଥିବା ବେଳେ ଅନ୍ୟପାର୍ଶ୍ବଟି ସମ୍ପୂର୍ଣ୍ଣ ଜାମ ହୋଇଯାଇଥିଲା । ନିକଟରେ ଏକ ଫ୍ଲାଏଓଭରରେ କାର୍ଯ୍ୟ ଜାରି ରହିଥିବା ବେଳେ ଏପରି ସମସ୍ୟା ଦେଖିବାକୁ ମିଳିଥିଲା । ପରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

Related Articles

Back to top button