ହୁବଲିରେ ରୋଡ୍ ଶୋ’ ସମୟରେ ଫୁଲ ମାଳ ଧରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲେ ବ୍ୟକ୍ତି
ନୁଆଦିଲ୍ଲୀ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି । ହୁବଲିଠାରେ ରୋଡ୍ ଶୋ’ ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଯାଇଥିଲା । କିନ୍ତୁ ଅଲର୍ଟ ଥିବା ଏସ୍ପିଜି କମାଣ୍ଡୋ ତାଙ୍କୁ ଅଟକାଇ ଦେଇଥିଲେ ।
#WATCH | Karnataka: A young man breaches security cover of PM Modi to give him a garland, pulled away by security personnel, during his roadshow in Hubballi.
(Source: DD) pic.twitter.com/NRK22vn23S
— ANI (@ANI) January 12, 2023
ଏହି ସମୟରେ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଭିଡ଼ ହାତରେ ଏକ ଫୁଲମାଳା ଧରି ଭୀତରୁ ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଦୌଡି ଆସୁଛି ।