ମାମଲା, ଗୋଆରେ ସୋନାଲି ଫୋଗଟ ମୃତ୍ୟୁ ଘଟଣାର ତଦନ୍ତ କରିଛି ସିବିଆଇ ଟିମ୍

ପାଣାଜି: ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୋଆରେ ପହଞ୍ଚିଛି ସିବିଆଇର ଏକ ଟିମ୍। ଏହି ମାମଲାରେ ଯେଉଁ ଥାନାରେ କେସ୍ ପ୍ରଥମେ ରୁଜୁ ହୋଇଥିଲା ସେହି ଥାନାକୁ ସିବିଆଇ ଟିମ୍ ଯାଇ ସମସ୍ତ ଦସ୍ତାବିଜ ନିଜ ଅଧୀନକୁ ନେଇଛି। ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି।

ଏହି ତଦନ୍ତକାରୀ ଟିମ୍ ସେଇଠିକୁ ଯିବେ ଯେଉଁଠାରେ ସୋନାଲି ଫୋଗାଟଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ପାର୍ଟି କରୁଥିବା ଦେଖାଯାଇଥିଲା । ଏବଂ ସେ ଗୋଆରେ ଯେଉଁଠି ରହୁଥିଲେ। ଯେଉଁ ରୁମକୁ ସେ ବୁକିଂ କରିଥିଲେ ସେହି ରୁମକୁ ମଧ୍ୟ ସିଲ୍ କରାଯାଇଛି।

Related Articles

Back to top button